କନ୍ଧମାଳ ନ୍ୟାୟ ଶାନ୍ତି ଓ ସଦବାଭନା ସମାଜ ରାଲି ଓ ସଭା
ଫୁଲବାଣୀ(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାର ସ୍ଥାନୀୟ କରନେସନ ପଡିଆ ଠାରେ ସଭାପତି ପ୍ରସନ୍ନ ବିଷୋୟୀ ,ଅଭୟ ସୁନ୍ଦର ବନମାଳି ଦିଗାଲ ଙ୍କ ନେତୃତ୍ୱରେ ଶାନ୍ତି ଓ ସଦବାଭନା ସମାଜ, କନ୍ଧମାଳର ଏକ ବିରାଟ ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି।ସର୍ଵ ପ୍ରଥମେ ଶାନ୍ତି ପୂର୍ଣ୍ଣ ଭାବରେ ଏକ ରାଲି ମାଦି କୁନ୍ଦା ଛକରୁ ବାହାରି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୂଖରେ ପହଞ୍ଚି ଏକ ୮ ଦଫା ସମ୍ମିଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ […]