ଗମନାଗମନ ସୁବିଧା ଯୋଗାଇବାରେ ଫୁଲବାଣୀ ପୂର୍ତ୍ତ ବିଭାଗ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା

ଫୁଲବାଣୀ (ସୁନୀଲ ପଟନାୟକ )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳ କୁ ସ୍ଥାୟୀପ୍ରଶସ୍ତ ପିଚୁ ରାସ୍ତା ନିର୍ମାଣ କରି ଯୋଗାଯୋଗ କୁ ସୁଦୃଢ କରିବାରେ ପୂର୍ତ୍ତ ବିଭାଗ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି lପୂର୍ତ୍ତ ବିଭାଗ ପକ୍ଷରୁ ଫୁଲବାଣୀ ଡିଭିଜନ ଦ୍ୱାରା ଅନେକ ଅଂଚଳ କୁ ସ୍ଥାୟୀ, ମଜଭୁତ ପିଚୁ ରାସ୍ତା ନିର୍ମାଣ କରାଯିବl ସହ ଆବଶ୍ୟକତା କୁ ଉପଲବ୍ଧି କରି ତୁରନ୍ତ ମରାମତି ମଧ୍ୟ କରାଯାଉଛିlଫଳରେ ଲୋକେ ସୁ ବିଧା ଓ ଆରାମ […]

କେନ୍ଦ୍ରାପଡ଼ା ବନ୍ୟା କ୍ଷତିଗ୍ରସ୍ତ ବୁଲିଲେ ପୂର୍ବତନ ମନ୍ତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ର ମହାକାଳପଡ଼ା ଓ ପାଟକୁରା ନିର୍ବାଚନ ମଣ୍ଡଳୀ ର ବନ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳରେ ଆଜି ବିଜେପି ରାଜ୍ୟ ପ୍ରତିନିଧି ଦଳ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ କଂ ନେତୃତ୍ଵରେ, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ ସଂପାଦକ ଶ୍ରୀ ଅଭିମନ୍ୟୁ ସୋଠି, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ, ପରିଦର୍ଶନ କରିବା ସହିତ […]

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ମନମୋହନ ଓ ମହେଶ୍ୱର

ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ଓ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବନ୍ୟା ରେ କ୍ଷତିଗ୍ରସ୍ତ ଅଞ୍ଚଳ ରେ ଆଜି ରାଜ୍ୟ ବିଜେପିପ୍ରତିନିଧି ଦଳ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ନେତୃ, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ ସଂପାଦକ ଶ୍ରୀ ଅଭିମନ୍ୟୁ ସେଠୀ ଓ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ କୁମାର ପାଢ଼ୀ ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ବୁଲି […]

ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ହେଲେ କନ୍ଧମାଳ ପର୍ଯ୍ୟବେକ୍ଷକ

ଫୁଲବାଣୀ (ସୁନୀଲ ପଟନାୟକରାଜ୍ୟ ବିଜେ ଡି ର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କନ୍ଧମାଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତି ପାଇବାପରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଓ ତାଙ୍କ ସହାୟକ ପ୍ରମୋଦ ମାଝୀ ଶ୍ରୀ ମିଶ୍ରଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ଵାଗତ କରିଛନ୍ତି lତାଙ୍କ ନେତୃତ୍ୱରେ ଜିଲ୍ଲା ରେ ଦଳୀୟ ସଂଗଠନ ମଜଭୁତ ହେବ ଆଉ ଆଗାମୀ ନିର୍ବାଚନରେ ଦଳ ପୁଣି ବାଜିମାତ କରିବ ବୋଲି ବିଧାୟକ ସାଲୁଗା ପ୍ରଧାନ ଆଶା ପୋଷଣ […]

ବିଜୁ ଯୁବ ଛାତ୍ର ଜନତା ଦଳ ଦାରିଂବାଡ଼ି ବ୍ଲକ ରେ ବୃକ୍ଷ ରୋପଣ

ଫୁଲବାଣୀ (ସୁନୀଲ ପଟନାୟକ )ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ଦାରିଂବାଡ଼ି ପକ୍ଷରୁ ଶ୍ରlନିକେତା ପଂଚାୟତ ଅନ୍ତର୍ଗତ ତେରା ବାଡି ୟୁପି ସ୍କୁଲ ପରିସର ରେ ଆଜି ଶୁକ୍ରବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ lଏହିଅବସର ରେ ପରିବେଶ ସୁରକ୍ଷା ଓ ବୃକ୍ଷ […]

ଫୁଲବାଣୀ ରେ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ଆଜି ହେଉଛି ବିଶ୍ୱ ଫୋଟୋଗ୍ରାଫି ଦିବସlଏହି ଦିବସ ଅବସରରେ ଫୁଲବାଣୀ ର କୋର୍ଟ ଛକ ନିକଟସ୍ଥ ଫୁଟବଲ୍ କ୍ଲବ ଠାରେ ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ଏହି ଦିବସକୁ ଧୁମ ଧାମ ରେ ପାଳନ କରାଯାଇଥିଲା | ଜିଲା ସଭାପତି ରାଜେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେକ କାଟି ଖୁସି ମନାଇଥିଲେ l ସାଧାରଣ ମୁହୂର୍ତ କୁ ଅମୁଲ୍ୟ କରିଦିଏ ଫୋଟ l ପ୍ରିୟ ସ୍ମୃତି କୁ ଉଜାଗର […]

ଲଗାଣ ବର୍ଷାରେ ଧୋଇଗଲା ସାମନବାଡ଼ି ପୋଲ ରାସ୍ତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ ବନ୍ୟା ବିଭୀଷିକା ଲାଗି ରହିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗ୍ରାମ ନିକଟରେ ଥିବା ସାମନବାଡ଼ି ପୋଲର ପାର୍ଶ୍ଵ ରାସ୍ତା ଧୋଇ ହୋଇ ଧସି ଯାଇଛି। ଯାହା ଫଳରେ ବର୍ତ୍ତମାନ ସେହି ରାସ୍ତା ଦେଇ ବସ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିବା ବେଳେ ଲୋକେ ବିପଦସଂକୁଳ ଅବସ୍ଥାରେ ଅଟୋରେ ଯାତାୟାତ […]

ପୁଣି ଲଗାଣ ବର୍ଷା ଯୋଗୁଁ ବେହାଲ ଫୁଲବାଣୀ ସହର, ଘରେ ପଶିଲା ପାଣି, ଡ୍ୟାମ ଉପରେ ୩ ଫୁଟ ଉଚାର ବନ୍ୟାପାଣି, ଯୋଗାଯୋଗ ବିଛିନ୍ନ

ଫୁଲବାଣୀ (ସୁନୀଲ ପଟନାୟକ )ପୁଣି ଲଘୁଚାପ ଜନିତ ବର୍ଷା ହେବା ଯୋଗୁ ଫୁ ଲବାଣୀ ସହର ସମେତ କନ୍ଧମାଳ ଜିଲା ଏବେ ବେହାଲ ହୋଇପଡ଼ିଛି | ସହର ର ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଥିବା ବେଳେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହେବାର ଦେଖିବାକୁ ମିଳିଛି | ଗତ ରାତିଠୁ ଲଗାଣ ବର୍ଷା ହେବା ଯୋଗୁ ଫୁଲବାଣୀର ଢିପାସାହି ର ରାସ୍ତା ଉପରେ ତିନି ଫୁଟ୍ ର ପାଣି ଚାଲୁଥିବା ବେଳେ ଘରେ […]

ଜେସିବି ବ୍ୟାଟେରୀ ଚୋରୀ ଘଟଣାରେ ତିନି ଅଭିଯୁକ୍ତ ଗିରଫ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣୀ ଗାଁ ଥାନା ପୋଲିସ୍ ଜେସିବି ବ୍ୟାଟେରି ଚୋରି କରିଥିବା ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଅଞ୍ଚଳରେ କାର୍ଯ୍ୟ କରୁଥିବା ଅରୁଣ ଜେନାଙ୍କ ଜେସିବିରୁ ୨ଟି ବ୍ୟାଟେରୀ ଚୋରୀ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ଉକ୍ତ ଘଟଣାର ତଦନ୍ତ କରି ଥାନା ଅଧିକାରୀ […]

ଫୁଲବାଣୀ ସହର ରେ ପ୍ରବଳ ବର୍ଷା, ଗଛ ପଡି ଉଠା ଦୋକାନ, କାର ଭାଙ୍ଗିଲା

ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ରାତିରୁ ଫୁଲବାଣୀ ସହର ରେ ପ୍ରବଳ ବର୍ଷା ହେବା ଫଳରେ ମଦୀକୁନ୍ଦl ଛକ ରେ ବିରାଟ ଆମ୍ବ. ଗଛ ଉପୁଡିପଡିବା ଫଳରେ ନିକଟରେ ଥିବା କେତକ କେବିନ ଭାଙ୍ଗି ରୁଜି ଯାଇଥିବା ବେଳେ ପାଖରେ ଥିବା ଏକ ନୂଆ ନାଲି ରଙ୍ଗର ମାରୁତି କାର Od-12b-6968କ୍ଷତି ଗ୍ରସ୍ତ ହୋଇଛି lଗଛ ପଡି ବିଦ୍ୟୁତ ତାର ଛିଣ୍ଡିଯିବା ଫଳରେ ଗୁରୁବାର ରାତିରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି lପ୍ରବଳ ବର୍ଷlରେ ଡ୍ରେନ ଅବରାଧ […]