ବେଲଘର ଅଞ୍ଚଳରେ ଯୁବକଙ୍କୁ ଆକ୍ରମଣ, ଥାନାରେ ଏତଲା
ଫୁଲବାଣୀ (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ କିଛି ଅଜଣା ଯୁବକ ଏକ ନାଲି ରଂଗ ର ଟାଟା ମେଜିକ ଗାଡିରେ ଆସି ମନୋରଂଜନ ମାଝି ନାମକ ଜଣେ ଯୁବକକୁ ଅଟକାଇ ଅତର୍କିତ ଭାବେ ନିସ୍ତୁକ ମାଡ ମାରି ଚାଲିଯାଇଥିଲେ।ଅଜଣା ଯୁବକଙ୍କ ଆକ୍ରମଣରେ ମନୋରଂଜନ ଆହତ ହୋଇଛନ୍ତି । ତାଙ୍କର ମୁହଁ, ହାତ, ପେଟ ଆଦି ଅନେକ ସ୍ଥାନରେ ଆଘାତ ଲାଗିଛି । ଏନେଇ ମନୋରଞନବେଲଘର ଥ।ନାରେ ଲିଖିତ ଅଭିଯୋଗ କରିଛନ୍ତି ।ସୂଚନାଯୋଗ୍ୟ, ବେଲଘର ଥାନା […]