କନ୍ଧମାଳ ଜିଲ୍ଲାର ବିଭିନ୍ନ ଶୈବପୀଠକୁ ଶହ ଶହ କାଉଡ଼ିଆଙ୍କ ଆଗମନ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ଗତ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ କାଉଡ଼ିଆ ମାନେ ସେମାନଙ୍କର ମାନସିକ ପୁରଣ ପାଇଁ ଶୈବପୀଠ ମାନଙ୍କୁ ଯାଇ ପାରିନଥିବା ବେଳେ ଚଳିତ ବର୍ଷ କୌଣସି ପ୍ରକାର କଟକଣା ନଥିବା ଯୋଗୁଁ ପ୍ରତି ସୋମବାର ଶହ ଶହ ସଂଖ୍ୟା ରେ କାଉଡ଼ିଆ ଜାଳଲାଗି ବିଭିନ୍ନ ଶୈବ ପୀଠ ମାନଙ୍କୁ ଗସ୍ତ କରୁଥିବା ବେଳେ ଚଳିତ ସୋମବାରରେ ଜଳଲାଗି ପାଇଁ ଖୋଦ୍‍ ଫୁଲବାଣୀ ସହରରୁ ଶହ ଶହ ସଂଖ୍ୟାରେ ଉଭୟ ପୁରୁଷ […]

ସ୍କାର୍ଟ ସ୍କୁଲ କାମ ନିମ୍ନମାନର ଅଭିଯୋଗ,ପାଚେରୀ ଭୁଷୁଡ଼ିଲା

ଫୁଲ ବାଣୀ-୩୦/୦୭ ସରକାର ଛାତ୍ରଛାତ୍ରୀମାନ ଙ୍କୁ ଉନ୍ନତମାନର ଶିକ୍ଷା ଦେବାପାଇଁ କୋଟିକୋଟି ଟଙ୍କା ବ୍ୟୟରେ ସ୍କାର୍ଟ ସ୍କୁଲମାନ ନିର୍ମାଣ କରୁଛନ୍ତି ସତ ହେଲେ ଏ ସବୁର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ କେଉଁଠି ବର୍ଷା ହେଲେ ପାଣି ଚାଲୁଛି ତ ଆଉ କେଉଁଠି ପାଚେରୀ ଭୁଷୁଡି ଲାଣି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ କୁର୍ତ୍ତମ ଗଡ଼ ପଞ୍ଚାୟତର ରାମଚନ୍ଦ୍ରଦେଓ ଉଚ୍ଚବିଦ୍ୟାଳୟରେ ।ସୂଚନାଯୋଗ୍ୟଯେ ଗତ ଦୁଇ ଦିନର ଲଗାଣବର୍ଷାରେସ୍କାର୍ଟ ସ୍କୁଲର ପାଚେରୀ ପାଖାପାଖି ୫୦ […]

ଦେଶୀଯୁଗାଡରେ ନିଜ ପାଇଁ ନିଜେ କଲେ ଝୁଲା ପୋଲ

ଫୁଲବାଣୀ(ସୁନୀଲପଟନୀୟକ)ବାରମ୍ଵାର ଗୁହାରୀ ପରେବି ଶୁଣିଲାନି ପ୍ରଶାସନ। ଆଉ କେତେଦିନ ଅପେକ୍ଷା କରିଥାନ୍ତେ ଲୋକେ,? ଶେଷରେ ଦେଶୀ ଯୁଗାଡରେ ଗାଁ ଲୋକେ ନିଜେ ଚ।ନ୍ଦା କରି ଝୁଲା ପୋଲ ଟିଏ କରି ଏବେ ଯାଆ ଆସ କରୁଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାକ ନୂଆ ଗାଁ ବ୍ଳକ ରଡ଼ବେରିକିଆ ଗ୍ରାମରେ। ପ୍ରତିବର୍ଷ ବର୍ଷା ଦିନରେ ନାଳରେ ପାଣି ଆସିଲେ ଗାଁବାହାରକୁ ଆସିପାରନ୍ତିନି ଏହି ଗ୍ରାମର ଲୋକେ । ଦେହ ଖରାପ ହେଲେ ତ କଥା […]

ଶ୍ରୀ ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତିଙ୍କ କନ୍ଧମାଳ ଜିଲ୍ଲା ଗସ୍ତ

ଫୁଲବାଣୀ (ସୁନୀଲ ପଟନାୟକ ) ଶ୍ରୀ ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତି ନିମିଶ ପାଣ୍ଡିଆ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ସେବା ସମିତିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି ଅବସରରେ ତାଙ୍କ ସହିତ ସଂଗଠନର ଜାତୀୟ ଆଧ୍ୟାତ୍ମିକ ସଂଯୋଜକ ଶ୍ରୀ ମୁରଲୀ ଯଜୁ, ଜାତୀୟ ଆଦିବାସୀ ଉନ୍ନୟନ ନିର୍ବାହକ ଶ୍ରୀ D S ରାମୁ, ରାଜ୍ୟ ଆୟକର ପ୍ରିନ୍ସିପାଲ ଡାଇରେକଟର J କ୍ରିଷ୍ଣ କିଶୋର ଓ ରାଜ୍ୟ ଟ୍ରଷ୍ଟ ର […]

ଫୁଲବାଣୀ ସହର ରୂ ୧୦ ଫୁଟ୍ ର ଅଜଗର ସାପ ଉଦ୍ଧାର

ଫୁଲବାଣୀ (ସୁନୀଲ ପଟନାୟକ )ଆଜି ରାତି ୯:୧୫ ସମୟରେ ଫୁଲବାଣୀ ର ନଦିଖଣ୍ଡି ସାହିର ଜଗଦୀଶ ପ୍ରସାଦ କହଁର ଙ୍କ ଘର ପାଖରେ ଏକ ଅଜଗର ସାପ ପଶିଥିବା ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଡେରି ନକରି ଟିମ୍ ହ୍ୟୁମାନିଟି କନ୍ଧମାଳ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ ,ଭି.ଜଗନ୍ନାଥ ରାଜୁ , ସାଇରାମ ପାତ୍ର , ଅନ୍ତର୍ଯ୍ୟାମୀ ପ୍ରଧାନ , […]

୫ଟି ହାଇସ୍କୁଲ ପରିଦର୍ଶନ କଲେ ଖଜୁରୀପଡା ବ୍ଲକ ଅଧ୍ୟକ୍ଷl ଓ ବିଡ଼ିଓ

ଫୁଲବାଣୀ (ସୁନୀଲ ପଟନାୟକ )ଗୁଣାତ୍ମକ ଶିକ୍ଷା ରେ ଯେପରି ଭିତ୍ତି ଭୂମି ବାଧକ ନ ହେବ ସେଥିପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ସ୍ମାର୍ଟ ସ୍କୁଲ ନିର୍ମାଣ କରିଛନ୍ତି l ତେଵେ ଏସବୁ ସ୍ମାର୍ଟ ସ୍କୁଲରେ କିଭଳିପାଠ ପଢା ଚାଲିଛି, ପିଲା କଣ ସବୁ ଶିଖିଲେଣି, ସରକାର ଙ୍କ ଲକ୍ଷ କେତେଦୂର ପୂରଣ ହେଇଛି, ସେସମ୍ପର୍କରେ ଜାଣିବାପାଇଁ ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର,ବିଡ଼ିଓ ରବୀନ୍ଦ୍ର କହଁର, ସହକାରୀ ଯନ୍ତ୍ରୀ, ଜେ ଇ […]

ସାଂସଦ ପ୍ରତିନିଧି ମନୋଜ ସାବତଙ୍କ ଉଦ୍ୟମରେ ଦାଦନ ମହିଳା ଗାଁକୁ ଫେରିଲେ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କୋଟଗଡ ଆଜକୁ ପ୍ରାୟ ଚାରି ବର୍ଷ ହେଲା କାମଧନ୍ଦା କରିବାକୁ ପଙ୍ଗାଲି ପଦର ଗ୍ରାମର ବିନେଶ୍ୱର ଚାନେଲସେଟ ଙ୍କ ଝିଅ ଲକ୍ଷ୍ମୀ ପ୍ରିୟା ଚାନେଲସେଟ କେରଳ ରେ କାମ କରିବାକୁ ଯାଇଥିଲେl ସେଠାରୂ ସେ ଘରକୁ ଆସିବା ପାଈଁ ଚାହୁଁଥିଲେ ବି ଆସି ପାରୁନଥିଲେ.lମନ ଦୁଃଖରେସୁଦୂର କେରଳ ରେ ଥିଲେ l ଏହି ଖବର ଜାଣିବା ପରେ କୋଟଗଡ଼ ପାଙ୍ଗାଲ ପଦର ଗ୍ରାମର ରାଉଳ ନାୟକ କୋଟଗଡ ସାଂସଦ ପ୍ରତିନିଧି […]

ମୁନିସିପାଲିଟି ପକ୍ଷରୁ ରାସ୍ତା ଉନ୍ନତିକରଣ , ଲୋକେ ଖୁସ

ଫୁଲବାଣୀ (ସୁନୀଲ ପଟନାୟକ )ଦିନ ଥିଲା ସେହି ରାସ୍ତାରେ ଲୋକେ ଯିବାଆସିବାକରିବାକୁ ନାକ ଟେକୁଥିଲେ, ଲୋକେପରିଶ୍ରା କରିବାପାଇଁ ବ୍ୟବହାର କରୁଥିଲେ lରାସ୍ତା ଅବସ୍ଥା କଦର୍ଯ୍ୟ ହୋଇପଡ଼ିଥିଲା, ଖାଲ ଖମା ହୋଇ ମଝିରେ ମଝିରେ ପାଣି ବି ଜମୁଥିଲା lଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ lତେଵେ ବର୍ତମାନ ନିର୍ବାଚନ ପରେ ମୁନିସିପାଲିଟି ଅଧ୍ୟକ୍ଷା ଭାବେ ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ନିର୍ବାଚିତ ହେବାପରେ ଦିନ କେଇଟା ମଧ୍ୟରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟହାତକୁ ନିଆଯାଇଛି lସେଥିମଧ୍ୟରୁ ୬ […]

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଫୁଲବାଣୀ:-(ସୁନୀଲ ପଟନାୟକ )ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ସୁଭାରମ୍ବ କରିଥିଲେ।ଶିଶୁ ବୋଧ ଠାରୁ ଦଶମ ପର୍ଯ୍ୟନ୍ତ ୧୬୬ ଜଣ ଶିଶୁ ବିଜ୍ଞାନିମାନେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯ଜଣ ବିଚାରକ ମଣ୍ଡଳୀ ତଥା ନିହାର ରଞ୍ଜନ […]

କଲିଙ୍ଗୀ -ତାଯୁଙ୍ଗିଆ ରାସ୍ତା ସରିବାର ମାସକେଇଟାରେ ରାସ୍ତାଦବିଲାଣି, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

ଫୁଲବାଣୀ (ସୁନୀଲ ପଟନାୟକ )କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ସରିଲାl ଲୋକେଏବେ ଟିକିଏ ଆରାମ ରେ ଯା ଆସ କରିବେ ବୋଲି ଭାବିଥିଲେ ହେଲେ ରାସ୍ତା ନିର୍ମାଣ ର ମାସ କେଇଟା ହେଇଚି କି ନାହିଁ ଚଳିତ ଲଗାଣ ବର୍ଷl ରେ ରାସ୍ତା ଦବିବା ସହ ପିଚୁ ବି ଠାଏ ଠାଏ ଉଠିଗଲାଣି lନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଂଚଳ ବାସି ଅଭିଯୋଗ କରିଛନ୍ତି l ଗୁଡ଼ି ଉଠିଯିବା […]