ଚାଷୀଙ୍କର ସ୍ଵପ୍ନ ପୁରଣ କରୁଛି ଜଳଛାୟା ବିଭାଗ

ଫୁଲ ବାଣୀ(ସୁନୀଲ ପଟନାୟକ) କନ୍ଧମାଳ ଜିଲାରେ ଥିବାକ୍ଷୁଦ୍ର ନାମ ମାତ୍ର ଚାଷୀ ଜଳାଭାବରୁ ଚାଷ କରି ନ ପାରି ଜମିକୁ ପଡିଆ ପକାଇ ରଖୁଥିଲେ। ହେଲେ ଏବେ ଜଳଛାୟା ବିଭାଗ ପକ୍ଷରୁ ମନରେଗା ଯୋଜନାରେ ମାଗଣାରେ୧୫ X ୧୫ଓ ୨୦ X ୨୦ ଫୁଟରେ ଚାଷୀଙ୍କ ଜମିରେ ଫାର୍ମପଣ୍ଡ ଖୋଳିବା ଫଳରେ ଚାଷୀ ଏବେ ବେଶ ଖୁସ୍‌।ସେମାନେ ଏବେ ପୋଖରୀ ହୁଡାରେ କଦଳୀ, ଅମୃତଭଣ୍ଡା, ସଜନା ଲେମ୍ବୁ ପରି ଗଛ ଲଗାଇବା ସହ ନିକଟରେ ଥିବା ଜମିରେ […]

କନ୍ଧମାଳ ଜିଲ୍ଲାରୁ ଯାଇ ରାଜଧାନୀରେ ନିଖୋଜ,ଥାନା ରେ ଏତଲା

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ପାଜୀମାହା ଗ୍ରାମର ହରିଶ ଚନ୍ଦ୍ର ପଢ଼ ଗତ କିଛି ଦିନ ତଳେ ନିଜ ପୁଅ ସହମିଶି ଭୁବନେଶ୍ୱର ଯାଇଥିଲେ , ଆଉ ଭୁବନେଶ୍ୱର ର ସାଲିଆସାହି ରେ ରହୁଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ହରିଶ୍ଚନ୍ଦ୍ର ପୋଢ଼ ଶୁକ୍ରବାର ରାତି ରେ ବାହାରକୁ ଆସିଲା ପରେ ଆଉ ଘରକୁ ଫେରି ନ ଥିଲେ, ଅନେକ ସମୟ ପରେ ବି ବାପା ହରିଶ୍ଚନ୍ଦ୍ର ଘରକୁ ନ ଫେରିବା ରୂ ପୁଅ ବିଚଳିତ […]

ଜିଲା ସ୍ତରୀୟ ଉଜ୍ଜ୍ୱଳ ଭାରତ ଉଜ୍ବଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ

ଫୁଲବାଣୀ(ସୁନୀଲ ପଟନାୟକ )ଦେଶ ସ୍ୱାଧୀନତା ର୭୫ ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଅଜାଦି କି ଅମୃତ ମହୋତ୍ସବ ଅବସରରେ ବିଦ୍ୟୁତ ମହୋତ୍ସବ ଆଜି ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇ ଥିଲା lଏଥିରେ ମୂଖ୍ୟ ଅତିଥୀ ଭାବେଜିଲା ପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଲିକ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥୀ ଭାବେ ଅତିରିକ୍ତ ଜିଲା ପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷl ସସ୍ମିତା କହଁର, ପୌର ପରିଷଦ ଅଧ୍ୟକ୍ଷଶ୍ରୀମତି ସ୍ମିତା ରାଣୀ ମହାନ୍ତି ସାଧାରଣ […]

କନ୍ଧମାଳରେ ଧୀରେ ଧୀରେ ବଢୁଛି ସଂକ୍ରମଣ

ଫୁଲବାଣୀ (ସୁନୀଲ ପଟନାୟକ) ଗୁରୁବାର କନ୍ଧମାଳ ଜିଲ୍ଲାରେ ପୁଣି ୨୩ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ବର୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ପାଖା ପାଖି ଶହେ ରୂ ଉର୍ଦ୍ଧ ରେ ପହଞ୍ଚିଲାଣି ।ଜିଲ୍ଲା ପ୍ରଶାସନ ର କଟକଣା ନଥିବା ରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି lକେହି ବି କୋରାନା କଟକଣା ମାନୁନାହାନ୍ତି l କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି l କୋରନା […]

୬ ଦଫା ଦାବୀପୂରଣ ନେଇ କନ୍ଧମାଳ ଜ଼ିଲ୍ଲା କଳାକାରସଙ୍ଘ ର ରା଼ଲ୍ଲୀ ଓବିକ୍ଷୋଭ

ଫୁଲବାଣୀ(ସୁନୀଲ ପଟନାୟକ )ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ କଳାକାର ଙ୍କପ୍ରତି ଅଶାଳୀନ ବ୍ୟବହାର, ପା ତର ଅନ୍ତର ନୀତି ର ଘୋର ପ୍ରତିବାଦ କରି ଆଜି ହଜାର ହଜାର କଳାକାର ଶାନ୍ତିପୂର୍ଣ୍ଣ ଭାବେ ପାରମ୍ପରିକ ବେଶ ପୋଷାକ ପରିଧାନ କରି ପାରମ୍ପରିକ ବାଦ୍ୟ ନୃତ୍ୟ ର ତାଳେ ତାଳେ ବିରାଟ ପାଟୁଆର ରେ ମାଦିକୁନ୍ଦା ଛକରୁ ବାହାରି ଜ଼ିଲ୍ଲା ପାଳ ଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଯାଇ କନ୍ଧମାଳ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ […]

ରୁଚିକାକୁ ନ୍ୟାୟ ଦେବାପାଇଁ ଆଠଗଡ କଂଗ୍ରେସ ଦେଲା ରାଜ୍ୟପାଳଙ୍କୁ ଦାବିପତ୍ର

ଆଠଗଡ(ଉଲପ୍ର)ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାର ବିଚାର ବିଭାଗୀୟ ତଦନ୍ତ ସହ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୁଚିକା ପରିବାରକୁ ନ୍ୟାୟଦେବା ସହ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ରେ ଚାଲିଥିବା ରାଗିଂ ବନ୍ଦ କରିବା ଦାବିରେ ଆଠଗଡ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ବେହେରା ସ୍ମାରକ ପତ୍ର ଗ୍ରହଣ […]

ପ୍ରେସକ୍ଳବ ସଦସ୍ୟ ମାନଙ୍କ ପାଈଁ ଘର ବାରି ଜମି ସହ କମ୍ୟନିଟି ହଲ ଯୋଗେଇ ଦେବା ପାଈଁ ପତ୍ର

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲ ବାଣୀ ସହରରେ ଦିର୍ଘ ବର୍ଷ ଧରି ନିଷ୍ଠା ଓଆନ୍ତରିକତାର ସହ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହରରେ ନିଜସ୍ୱ ଜାଗା ନଥିବା ଫଳରେ ସେମାନେ ଅସୁବିଧାରେ ରହିଛନ୍ତି l ଫଳରେ ସେମାନଙ୍କ ପାଈଁ ଜମି ଯୋଗାଇଦେବାଲାଗି ପ୍ରେସକ୍ଳବ ପକ୍ଷରୂ ଗତ ଦୁଇବର୍ଷ ଧରି ଉଦ୍ୟମ କରାଯାଇ ଆସୁଥିଲା l ହେଲେ ଅତିଶୀଘ୍ର କାର୍ଯ୍ୟରତ ପ୍ରେସ୍ର କ୍ଳବ ସଦସ୍ୟ ମାନଂକୁ ଏକ କମ୍ୟୁନିଟି ହଲ ସହ ଜାଗା ଯୋଗାଇଦେବାଲାଗି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର […]

ପୂର୍ବତନ କର୍ମଚାରୀ ନେତା ବ୍ରହ୍ମାବେହେରା ଙ୍କ ପରଲୋକ

ଫୁଲବାଣୀ(ସୁନୀଲ ପଟନାୟକ )ପୂର୍ବତନ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ସଭାପତି, ଜିଲା ପାଣ ସମାଜ କଲ୍ୟାଣ କମିଟି ର ପୂର୍ବତନ ସଭାପତି, ମିଳିତ ନାଗରିକ କମିଟି ସଦସ୍ୟ,ବ୍ରହ୍ମାନନ୍ଦ ବେହେରା ଙ୍କ ଆଜିସକାଳେ ଡାକପାଲା ସ୍ଥିତ ବାସଭବନ ରେ ପରଲୋକ ହେଇଯାଇଛି lମୃତ୍ଯୁ ବେଳକୁ ତାଙ୍କୁପାଖl ପାଖି ୮0ବର୍ଷ ହୋଇ ଥିଲା lବ୍ରହ୍ମଲବେହେରାଙ୍କ ମୃତ୍ଯୁ ରେ ଜିଲା କଂଗ୍ରେସ ସଭାପତି ଅନାମ ନାୟକ, ମିଳିତ ନାଗରିକକମିଟି ସଭାପତି ଡ଼ଃ. ଅରୂପ ଜେନା, ଜିଲା ପ୍ରେସ କ୍ଳବ ସଭାପତି ତଥା […]

କନ୍ଧମାଳ : କୁଇ ସମାଜ ସେବା ସମିତି ତରଫରୁ କାରଗିଲ ବିଜୟ ଦିବସ ପାଳିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି, ଫୁଲବାଣୀ ତରଫରୁ ୨୩ତମ କାରଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାମାନଙ୍କ ବଳିଦାନ ସ୍ମୃତିଚାରଣ କରି ଭାରତର ୧୫ତମ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜ୍ଞାପନ କରାଗଲା। ଓଡ଼ିଶାର ପ୍ରଥମ ମହିଳା ତଥା ଭାରତର ପ୍ରଥମ ଆଦିବାସୀ ଭାବେ ସାମ୍ବିଧାନିକ ସର୍ବୋଚ୍ଚ ପଦ ଅଳଙ୍କୃତ କରିଥିବା ଯୋଗୁଁ କୁଇ ସମାଜ ଗର୍ବିତ ଏବଂ ସେ ଭାରତୀୟ ମାନଙ୍କ ସେବା ପାଇଁ ଉତ୍ସର୍ଗିକୃତ ଥାଆନ୍ତୁ […]

କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ବୈଠକ : ବିଭିନ୍ନ ସମସ୍ୟା ର କ୍ଷେତ୍ର ପରିଦର୍ଶନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇ ଅଭିଯୋଗ ଶୁଣାଣି କରିଥିବା ବେଳେ ଏଥିରେ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଭାବେ ବିଭିନ୍ନ ଅଞ୍ଚଳବାସୀ ବାସୀ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରି ସମାଧାନ ପାଇଁ ମଧ୍ୟ ପ୍ରାର୍ଥନା କରିଥିଲେ। ଅଭିଯୋଗ ଶୁଣାଣି ପରେ ପରେ ଜିଲାପାଳ ଯେଉଁ କେତେକ ଅଭିଯୋଗ ଶୁଣିଥିଲେ ସେଥିରେ ତୁରନ୍ତ କ୍ଷେତ୍ର ପରିଦର୍ଶନ କରିବା ପାଇଁ ପଦକ୍ଷେପ ନେବା […]