ପାରିବାରିକ କଳହ ର କରୁଣ ପରିଣତି ସ୍ତ୍ରୀ ର ବେକ କାଟିଲା ସ୍ୱାମୀ
ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ଥାନା ଅନ୍ତର୍ଗତ ବୁଡୁ ମାହା ରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି lସ୍ତ୍ରୀ ର ବେକକୁ କଟୁରୀ ରେ କାଟିଦେଲା ସ୍ୱାମୀllଗୁରୁବାର ସକାଳୁ ପାରିବାରିକ କହଳ ରୁ ଏଭଳି ଦୁଖଦ ଘଟଣା ଘଟିଛି l ସ୍ତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀଥିଲେ ମଧ୍ୟ ଗୁରୁତର ଭାବେ ଆହତହୋଇ ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି l ସୂଚନା ଯୋଗ୍ୟ ଯେବୁଡ଼ୁମାହା ଗ୍ରାମ ର ବିସ୍ମିତା ମଲିକ , […]