କନ୍ଧମାଳ ରେ ଦାଦନ ଦୁଃଖ — ଗାଁକୁ ଫେରୁଥିଲେ ବାଟରୁ ନିଖୋଜ
ଫୁଲବାଣୀ (ସୁନୀଲ ପଟ ନାୟକ )କନ୍ଧମାଳ ରେ ପୁଣି ଦାଦନ ଦୁଃଖ lଗାଁ ରେ କାମଧନ୍ଦା ମିଲିଲାନି, ଫଳରେ ଦାଦନ ଖଟିବାକୁ ସୁଦୂରତାମିଲନାଡୁ ଯାଇଥିଲାକନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ମେରିଆସାହି ର ରାଜେନ୍ଦ୍ର ଦାନା ବିଶୋଇ l lସେଠାରେ କିଛିଦିନ କାମକରିବାପରେ ରାଜେନ୍ଦ୍ର ଅସୁସ୍ଥ ହୋଇପଡିଥିଲେ lଫଳରେନିଜ ଘରକନ୍ଧମାଳ କୁ ଫେରୁଥିଲେ l ହେଲେ ବାଟରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ lଏଭଳି ଦୁଖଦ ଖବର ଅସିଛି କନ୍ଧମାଳ ବ୍ରାହ୍ମଣୀଗାଁ ଅଂଚଳରୁ l ରାଜେନ୍ଦ୍ର ଙ୍କ କୌଣସି ପତା ନମିଳିବା […]