ଲର୍ଣ୍ଣିଙ୍ଗ ଟ୍ରୀ ସ୍କୁଲ ର ଛାତ୍ରଛାତ୍ରୀ ଦର୍ଶନ କଲେ ଆଠଗଡ ଅଟ୍ଟାଳି ଜଗନ୍ନାଥ ଙ୍କୁ, ଦେଲେ ଏକ ନୂଆ ବାର୍ତ୍ତା, ସଭିଙ୍କ ଠାକୁର ଜଗନ୍ନାଥ
ଆଠଗଡ (ଉଲାପ୍ର)ବିଶ୍ୱର ଠାକୁର ଜଗନ୍ନାଥ, ବିଶ୍ୱ ନିୟନ୍ତା ଙ୍କୁ ଦର୍ଶନ କରିବା ପାଇଁ ତିଗିରିଆ ଲର୍ଣ୍ଣିଙ୍ଗ ଟ୍ରୀ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ଦର୍ଶନ କରାଇବାର ସୁଯୋଗ ଦେଇଛନ୍ତି ଏହି ସ୍କୁଲ ର ଶିକ୍ଷୟିତ୍ରୀ ମାନେ, ସ୍କୁଲ ର ଅଧକ୍ଷା ଶୁଭଶ୍ରୀ ମହାନ୍ତିଙ୍କ ନେତୃତ୍ୱ ରେ ବିଜୟ ଲଷ୍ମୀ ପ୍ରିୟଦର୍ଶିନୀ, ନାସିମାମ ତାହିରା, ବୁଶ୍ରା ନୁସରତ, ମିତାଲି ମଧୁସ୍ମିତା ପ୍ରମୁଖ ଶିକ୍ଷୟିତ୍ରୀ ମାନେ କୋଡିଏ ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶନିବାର ଦିନ ଆଠଗଡ ଆସି […]