ନିଜପାଇଁ ନିଜେ ଶ୍ରାମ ଦାନ କରି ବାଉଁଶ ନଳା ରେ ଗାଁ କୁ ପାଣି ଆଣି ଲେ ଗ୍ରାମବାସୀ
ଫୁଲବାଣୀ (ସୁନୀଲ ପତନୟକ )ପିଇବା ପାଣି ମୁନ୍ଦିଏ ପାଇଁ ପ୍ରଶାସନ କୁ ନେହୁରା ହେଲେ ହେଲେ ଶୁଣିଲାନି ପ୍ରଶାସନlଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଏକଜୁଟ ହୋଇ ଅର୍ଥ ସଂଗ୍ରହ କରିବାସହ ଶ୍ରମ ଦାନ କରି ବାଉଁଶ ନଳା କୁ ଜଏଣ୍ଟ କରି ଗାଁ କୁ ପାଣି ଆଣିବାରେ ସଫଳ ହେଇଛନ୍ତି lଯାହାକି ପ୍ରଶାସନ ର ପାରିବା ପଣିଆ ପ୍ରତି ଆଙ୍ଗୁଳି ଉଠିଛି lଏଭଳି ଖବର ଅସିଛି କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ ର ମାଓ ଅଧୁସିତ ଦୁର୍ଗମ […]