ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା ଟ୍ରକ୍ ସହ ଦୁଇ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇଜବତ
ଫୁଲବାଣୀ(ସୁନୀଲ ପଟନାୟକ ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା l ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଇନିସ୍ ପେକ୍ଟର ଶ୍ରୀଧର ହେମ୍ରମ ଙ୍କ ନେତୃତ୍ୱ ରେ ସଦର୍ ଅବକାରୀ ବିଭାଗ ଟିମ୍କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଝି ପଡା ରାସ୍ତା ରେ ଅବକାରୀ ବିଭାଗ ଟିମ୍ ଏକ୍ ଟ୍ରକ୍ କୁ ଅଟକାଇ ଯାଞ୍ଚ କରିବା ବେଳେ ଦୁଇ କୁଇଣ୍ଟାଲ କୋଡ଼ିଏ କେଜି […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































