ସଡକ ଦୁର୍ଘଟଣା ରେ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ଙ୍କ ମୃତ୍ଯୁ
ଫୁଲବାଣୀ(ସୁନୀଲ ପଟନାୟକ )ଆଉ ଅଳ୍ପ ବାଟ ଯାଇଥିଲେ ଘରେ ପହଂଚି ଥାନ୍ତେ lଘରେ ବି ସମସ୍ତେ ଅନାଇବସିଥିଲେ lହେଲେ ବିଧିର ବିଧାନ ଥିଲା ଅଲଗା lପାଣି କୋଇଲି ଠାରେ ସଡକ ଦୁର୍ଘଟଣା ରେ ଘଟଣା ସ୍ଥଳ ରେ ହିଁ ଜୀବନ ଚାଲିଯାଇଥିଲା lମୃତକ ଯନ୍ତ୍ରୀ ଜଣଙ୍କ ହେଲେ ଫୁଲବାଣୀ କ୍ଷୁଦ୍ରଜଳ ସେଚନ ବିଭାଗ ଏସ୍ଟିମେଟ ଯନ୍ତ୍ରୀ ଇଂ. ନୀଳକଣ୍ଠ ପାଢ଼ୀ l ବୟସ ପଚାଶ l ଆସନ୍ତାକାଲି ଦ୍ୱିତୀୟ ଶନିବାର ଛୁଟି, ରବିବାର କୁ ମିଶାଇ ରଜ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































