ଆଇଟିଡିଏ ପକ୍ଷରୁ ଆଦିବାସୀଙ୍କ୍ରମାଗଣା ଅଦା ବିହନ ପ୍ରଦାନ

ଫୁଲ ବାଣୀ(ସୁନୀଲ ପଟନାୟକ)ଫୁଲବାଣୀ ଆଇଟିଡିଏ ପକ୍ଷରୁ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଫୁଲବାଣୀ ଓ ଖଜୁରୀପଡ଼ାବ୍ଲକ ଅଞ୍ଚଳର ଆଦିବାସୀ ଚାଷୀମାନଙ୍କୁ ସ୍ଵାବଲମ୍ବୀ କରିବାପାଇଁ ଶନିବାରମାଗଣା ଅଦା ବିହନ ପ୍ରଦାନ କରାଯାଇଛି । ଏ ସବୁ ଅଞ୍ଚଳର ୨୮୭ ଜଣ ଚାଷୀଙ୍କୁ ୨୪ ଟନ ଉତ୍କୃଷ୍ଟ ଅଦା ବିହନ ପ୍ରଦାନ କରାଯାଇଛି। ଅଦା ଏକ ଲାଭଜନକ ଫସଲହୋଇଥିବା ଦୃଷ୍ଟିରୁ ଓ ଏହି ଚାଷ ପାଇଁ ଏ ସବୁ ବ୍ଲକ ଅଞ୍ଚଳ ର ଜଳବାୟୁ ବେଶ ଅନୁକୁଳ ହୋଇଥିବାରୁ ବିଭାଗ ପକ୍ଷରୁ […]

କନ୍ଧମାଳରେ ଜଳକଷ୍ଟ ଦୂଷିତ ପାଣି ପିଉଛନ୍ତି ଲୋକେ

, ଫୁଲବାଣୀ (ସୁନୀଲ ପଟନାୟକ )ଜୁନ ମାସରେ ଟାଏଁଟାଏଁ ଖରା ସାଂ ଗକୁ ଜଳଯନ୍ତ୍ରଣା, କନ୍ଧମାଳ ଜିଲା ଫୁଲବାଣୀ ବ୍ଳକ, ଅନ୍ତର୍ଗତ କଟ୍ରିଙ୍ଗିଆ ପଂଚାୟତ ର କାଣା ପଟି ନୂଆ ସାହି,ଡିପର ସାହୀ ପିଇବା ପାଣି ମୁନ୍ଦି ଏ ପାଇଁ ଡହଳ ବିକଳ ଲୋକେ । ମୁଣ୍ଡ ଫଟା ଖରାରେ ଅନେକ ବାଟ ଚାଲିଚାଲି ଯିବାପରେ ଚୁଆ କିମ୍ବା ପୋଖରୀ ରୁ ପାଣି ଆଣି ଶୋଷ ମେଣ୍ଟା ଉଛନ୍ତି ଲୋକେ । ପୁଣି ଦୂଷିତ ପାଣି ପିଇ […]

କ. ନୂଆଗାଁ ରେ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି, ୨୩ ରେ ସାରିବା ଲକ୍ଷ୍ୟ

ଫୁଲବାଣୀ -4/6(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଳକ ସଦର ମହକୁମା ଠାରେ ନୂତନ ଭାବେ ପୁରୀ ମନ୍ଦିର ଢାଞ୍ଚା ରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି l ଜଗନାଥ ପ୍ରେମୀ, ବିଜେଡି ବରିଷ୍ଠ ନେତା ତଥା ଜଣାଶୁଣା ସମାଜସେବୀ କୃଷ୍ଣ ପାଣିଗ୍ରାହୀ ଙ୍କ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଆର୍ଥିକ ସହାୟତାରେ ଏହି ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି lସେହିପରି କମିଟୀ ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ […]

ବିଜେପି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ

ଫୁଲବାଣି(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜୁନ ୧ରୁ ଆରମ୍ଭ ହୋଇ ୧୫ ଦିନ ବ୍ୟାପୀ ଚାଲିବ।କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ଉପଲକ୍ଷେ ସାରା ଦେଶରେ ସେବା ସୁଶାସନ ଓ ଗରୀବ କଲ୍ୟାଣ ପର୍ବ ପାଳିତ ହେଉଛି । ବିଶେଷକରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ଗ୍ରାମାଞ୍ଚଳର ଲୋକେ ଯେପରି ବାଦନପଡିବେ ସେଥିପାଇଁ ଦଳ […]

ବଦଳୀ ଅର୍ଡର ସତ୍ତ୍ଵେ ଶିକ୍ଷୟତ୍ରୀଙ୍କୁ ଜଏନ କଲେନି ପ୍ରଧାନଶିକ୍ଷକ

ଫୁଲବାଣୀ(ସୁନୀଲପଟନାୟକ)ସରକାରଙ୍କ ବଦଳୀ ଅର୍ଡର କୁ ମାନିଲେ ନିପ୍ରଧାନଶିକ୍ଷକ। ଫଳରେ କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ଜଣେ ଶିକ୍ଷୟତ୍ରୀ ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ଫେରି ନ୍ୟାୟ ପାଇବାପାଇଁ ବିଇ ଓ ଓଡିଇ ଓଙ୍କ ଦ୍ଵାର ସ୍ଥ ହୋଇଥିବା ଜଣା ପଡିଛି ।ସଂଯୁକ୍ତ । ପଣ୍ଡା ନାମକ ଜଣେ ଶିକ୍ଷୟତ୍ରୀଙ୍କୁ ଫୁଲବାଣୀ ବ୍ଳକ ଅଧିନ ଲୁହୁରୁବାଲି ସରକାରୀ ଉଚ୍ଚପ୍ରାଥମିକ ସ୍କୁଲ କୁ ବଦଳୀ କରାଯାଇଥିଲା। ବିଇ ଓଙ୍କ ପରାମର୍ଶକ୍ରମେ ଶିକ୍ଷୟତ୍ରୀ ପଣ୍ଡା ଆଜି ଶନିବାର ସକାଳୁ ଲୁହୁରୁବାଲି […]

କନ୍ଧମାଳରେ ୭୩ ଉପାନ୍ତରୀକରଣ ହାଇ ସ୍କୁଲ ଉଦଘାଟିତ

ଫୁଲ ବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ରୁପାନ୍ତରୀକରଣ ହାଇ ସ୍କୁଲ କୁ ଆଜି ଶୁକ୍ରବାର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଭରଚୁଆଲ ମୋଡ଼ ରେ ଉଦଘାଟନ କରିଥିଲେ l ଚକାପାଦ ବ୍ଳକରେ ହାତକୁ ନିଆଯାଇଥିବା ସରକାରୀ ହାଇସ୍କୁଲ ଶଙ୍କରା ଖୋଲଠାରେ ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବ ରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଦାରିଙ୍ଗ ବାଡି ବିଧାୟକ […]

କନ୍ଧମାଳରେ ୭୩ଟି ରୂପାନ୍ତରୀତ ସ୍ମାର୍ଟ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମାଧ୍ୟମରେ ଉଦଘାଟିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଦ୍ୱିତୀୟ ପର୍ଯ୍ୟାୟ ରେ ହାତକୁ ନିଆଯାଇଥିବା କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ୭୩ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଶଙ୍କରାଖୋଲ ରେ ଏହି ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ […]

କନ୍ଧମାଳ ଦଙ୍ଗା ଘଟଣା ରେ ପ୍ରମାଣ ଅଭାବରୁ ୩୨ଜଣ ନିର୍ଦୋଷ ରେ ଖଲାସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ସମେତ ଚାରି ଜଣ ସହଯୋଗୀ ଅଜଣା ଆତତାୟୀ ଙ୍କ ଗୁଳିରେ ନିହତ ହୋଇଥିଲେ l ଏହାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର କନ୍ଧମାଳ ରେ ଦଙ୍ଗା ଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା l ଏହି ଘଟଣା ରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ବହୁ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏକ ମାମଲାର ବିଚାର […]

ଆସୁଛି ନୂଆ ଚଳଚ୍ଚିତ୍ର ‘ଲଭ ରିଆକ୍ସନ’ ପ୍ରଥମ ଥର ପାଇଁ ସୋନମ୍ ଓ ଅମ୍ଳାନ ନୂଆ ଯୋଡି

ଭୁବନେଶ୍ୱର : ବଡ ପରଦାକୁ ଆସିବାକୁ ଯାଉଛି ଆଉ ଏକ ନୂଆ ଓଡିଆ ସିନେମାର । ଯାହାର ନାଁ ରହିଛି ‘ଲଭ ରିଆକ୍ସନ’ । ଏଥିରେ ପ୍ରଥମ ଥର ପାଇଁ ସୋନମ ଦାସ ଓ ଅମ୍ଳାନ ଏକାଠି ନଜର ଆସିବେ । ସୁପରଫିଟ୍ ଚଳଚ୍ଚିତ୍ର ମିତାଲି ଅପା ସହ ୱେବ ସିରିଜ୍ କ୍ଲବ ୬୯ ଓ ଗ୍ୟାଙ୍ଗସ ଅଫ୍ ପୁରୀରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥିବା ସୋନମଙ୍କ ବିପକ୍ଷରେ ଅମ୍ଳାନ ଏବଂ ଓମଙ୍କ ଦେଖିବାକୁ ମିଳିବ […]

ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ବୈଠକ: କଳା ସଂସ୍କୃତି ର ସୁରକ୍ଷା ଓ ବିଲୁପ୍ତ ପ୍ରାୟ କଳାର ପୁନଃଉଦ୍ଧାର ଉପରେ ଆଲୋକପାତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ପଂଚାୟତ ସ୍ତରୀୟ ବୈଠକ ବୁଡୁରୁକିଆ ପଂଚାୟତ ର ଡାମିକିଆ ଗାଁ ରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାର ଙ୍କ କଳାକାର ଭତ୍ତା ଓ ଭାଗବତ ଟୁଙ୍ଗୀ ର ପୁନଃଉଦ୍ଧାର କୁ କ୍ରିୟାଶିଳ କରିବା ସହ କଳାକାର ଙ୍କୁ ସଂଗଠିତ କରିବା ଉଦେଶ୍ୟ ରେ ଏବଂ ସମସ୍ତ କଳାକାର ଙ୍କୁ ଇ-ରେଜିଷ୍ଟ୍ରେସନ କରିବା ନେଇ ଗ୍ରାମ ପଂଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି […]