ସରକାରୀ ସ୍କୁଲରେ ଅବ୍ୟବସ୍ଥା, ମୁକ୍ତ ଆକାଶ ତଳେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ଛାତ୍ରଛାତ୍ରୀ
ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ରାମାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଖାଇବା ର ଅବବ୍ୟସ୍ଥା ହେଉଥିବା ଦେଖିବାକୁ ମିଳୁଛି । ଛାତ୍ର ଛାତ୍ରୀ ମା ନେ ସୁସ୍ଥ ପରିବେଶ ରେ ବସିକି ଖାଇବା ପାଇଁ ସେଭଳି କିଛି ଵ୍ୟଵସ୍ଥା ନାହିଁlପିଲାମାନେ. ବାହାରେ ମାଟିରେ ବସିକି ଖାଉଛନ୍ତି l ବର୍ଷl ଆସିଲାଣି, ବାହାରେ ବସି ଖାଇବା ସମ୍ଭବ ହେବନି l କନ୍ଧମାଳ ଜିଲ୍ଲା ରଖାଉଟି […]