ଉଦଘାଟନ ଅପେକ୍ଷାରେ ରୂପାନ୍ତରୀକରଣ ୭୩ ହାଇ ସ୍କୁଲ ଆସନ୍ତା ୩ରେ ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ
ଫୁଲ ବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ହାଇସ୍କୁଲର ରୁପାନ୍ତରୀକରଣ କାର୍ଯ୍ୟ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି। ଚକାପାଦ ବ୍ଳକରେ ହାତକୁ ନିଆଯାଇଥିବା ସରକାରୀ ୟୂ ଜିଏଚ୍ଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ତି,ବିରୁପାକ୍ଷ ହାଇସ୍କୁଲ ବ୍ରାହ୍ମଣପାଦ, ଓ ଏଭିଚକାପାଦ ସରକାରୀ ହାଇସ୍କୁଲ ନେଡ଼ିଗୁଡ଼ା, ବିବି ହାଇସ୍କୁଲ ଲାଇନ ପଡ଼ା, ଓ ସରକାରୀ ହାଇସ୍କୁଲ ଶଙ୍କରା ଖୋଲଏହିପରି ୭ଟି ଯାକ ହାଇସ୍କୁଲ ଗୁଡିକ 6ର ସ୍କାର୍ଟକ୍ଲାସ ରୁ ମ, ଇ -ଲାଇବ୍ରେରୀ, ବାଥରୁମ, ଗେଟ, ରଙ୍ଗ ମରା […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































