କଟକ ଭାଜପା ଟିମର ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ ଗସ୍ତ
କଟକ(ଉଲାପ୍ର)ଗତ କିଛିଦିନ ଧରି ବିଭିନ୍ନ ଖବରକାଗଜ ଓ ଇଲକ୍ଟ୍ରୋନିକ୍ସ ମିଡ଼ିଆରୁ କଟକ,କ୍ୟାନସର ଇନଷ୍ଟିଚ୍ୟୁଟ ଦୁରାବସ୍ଥାର ଖବର ପାଇ ମାନନୀୟ ରାଜ୍ୟ ଭାଜପା ସଭାପତି ଶ୍ରୀ ସମୀର ମହାନ୍ତି ଙ୍କ ନିର୍ଦେଶରେ ଭାଜପା କଟକନଗରର ଏକ ଟିମ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ କଟକର ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ମାତ୍ରାଧିକ ରୋଗୀଙ୍କୁ ଶଯ୍ୟା ନମିଳିବା ଯୋଗୁ ,ତାଙ୍କୁ ଏବଂ ତାଙ୍କ ଆଟେଣ୍ଡାଣ୍ଟ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































