ଚିଟଫଣ୍ଡ ନାମରେ ଠକେଇ ଅଭିଯୋଗ, ୩ ଗିରଫ
ଫୁଲବାଣୀ(ସୁନୀଲପଟନାୟକ)ଚିଟଫଣ୍ଡ କଂପାନୀଗୁଡିକ ନାମରେ ଠକେଇ ଅଭିଯୋଗ ନେଇ ଲଗାତାର ବିସ୍ତୃତ ଭାବରେ ବିଭିନ୍ନ ଗଣମାଧମରେ ପ୍ରକାଶ ପାଇବାପରେ ମଧ୍ୟ ଏମିତି ଆହୁରି ଅନେକ ଲୋକ ଅଛନ୍ତି ଲୋଭ ରବଶବର୍ତ୍ତୀ ହୋଇ ଚିଟଫଣ୍ଡ ଠକଙ୍କ ହାବୁଡରେ ପଡି ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରି ଶେଷରେ ଠକେଇ ର ଶୀକାର ହେଉଛନ୍ତି । ଏଭଳି ଏକ ଅଭିଯୋଗ ପୁଣି ଫୁଲବାଣୀ ସଦର ଥାନାରେ ହୋଇଛି ।‘ସଦର ଥାନା ଅଧିକାରୀ ପ୍ରଶାନ୍ତ୍ର କୁମାର ବେହେରା ଅଭିଯୋଗ ପାଇ ମୟୂରଭଞ୍ଜ ଜିଲ୍ଲା […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































