200 ୟୁନିଟ୍ ଦେୟମୁକ୍ତ ବିଜୁଳି ଆନ୍ଦୋଳନ ପାଇଁ ଅତାବିରା ରେ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି ବୈଠକ
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବିଜୁଳି ଏକ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ଏହାର ମାତ୍ରାଧିକ ଦର ବୃଦ୍ଧି କରି ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉପରେ ଶୋଷଣ କରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ରେ ଯେପରି ସମସ୍ତଙ୍କୁ ୨୦୦ ୟୁନିଟ ବିଜୁଳି ଫ୍ରୀ ଦିଆଯାଉଛି ସେହିପରି ଓଡିଶାରେ ମଧ୍ଯ ସମସ୍ତଙ୍କୁ ୨୦୦ ୟୁନିଟ ବିଜୁଳି ଦେବାକୁ ଆମ୍ ଆଦମୀ ପାର୍ଟି(ଆପ୍ ) ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏଥି ପାଇଁ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































