ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ରବି ଋତୁର ଧାନ ସଂଗ୍ରହ ପାଇଁ ପୂର୍ବ ଭଳି ପ୍ରାଥମିକ କୃଷି ସମବାୟ ସମିତି ଓ ଏସ ଏଚ ଜି ମାଧ୍ୟମ ରେ ଧାନ କ୍ରୟ କରାଯିବ। ଜିଲ୍ଲା ର ୧୫୬ ଟି କେନ୍ଦ୍ର ରେ ଧାନ ସଂଗ୍ରହ କରାଯିବାକୁ ଥିବାବେଳେ ମେ ୬ […]