ପ୍ରକାଶିତ ହେଲା ପୈାର ନିର୍ବାଚନ ର ଚୂଡାନ୍ତ ପ୍ରାର୍ଥୀ ତାଲିକା
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ପୈାର ପରିଷଦ ନିର୍ବାଚନ ଅଧକ୍ଷା ପଦବୀ ପାଇଁ ଆଜି ଦୁଇ ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି। ଫଳରେ ଏବେ ଚୂଡାନ୍ତ ତାଲିକା ରେ ୧୦ ଜଣ ପ୍ରାର୍ଥୀ ନାମ ପ୍ରକାଶିତ ହୋଇଛି। ଆଜି ସ୍ବାଧିନ ପ୍ରାର୍ଥିନୀ ମାମି ମିଶ୍ର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିଲେ। ଚୁଡାନ୍ତ ତାଲିକା ରେ ଭାଜପାରୁ ଅନୁରାଧା ଅଗ୍ରୱାଲ, ବିଜେଡି ରୁ କଳ୍ପନା ମାଝୀ, କଂଗ୍ରେସ ରୁ ତପସ୍ଵିନୀ ବେହେରା,ପାରୁ ଦେବିକକା ଦେହେରୀ,ସ୍ବାଧିନ ପ୍ରାର୍ଥୀ ରୁପେ ପ୍ରୀତିକନା […]