ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆୟୋଜନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡିଶା, କନ୍ଧମାଳ ଆନୁକୂଲ୍ୟରେ ବାଲିଗୁଡା ସାଇ ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ପ୍ରାତଃ ସମୟରେ ଧୂପ ଦୀପ ଦେଇ ଓଁ କାର, ସୁପ୍ରଭାତମ ଓ ନଗର ସଂକୀର୍ତନ ହୋଇଥିଲା ପରେ ପରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତାଳନ ନାମ ପଞ୍ଜିକରଣ ସହିତ ଭଜନ, ଜ୍ୟୋତି ଆବାହନ, ବେଦପାଠ, ସହନା ଭବତୁ,ସ୍ୱାମୀଙ୍କ ଦିବ୍ୟ ଉପସ୍ଥିତି ନିମନ୍ତେ ଏକ ମିନଟ ନୀରବ ପ୍ରାର୍ଥନା ହୋଇଥିଲା […]

ମେଡିକାଲରୁ କାର୍ଯ୍ୟ ଆରମ୍ଭ କଲେ ଜିଲ୍ଲା ପରିଷଦ ସଭ୍ୟା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଚାୟତ ଭବନରେ ରବିବାର ଜିଲ୍ଲାପରିଷଦ ଅଧ୍ଯକ୍ଷା ନିର୍ବାଚନ ପରେ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚିଥିଲେ ଖଜୁରୀପଡା ୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ।ମେଡିକାଲରେ ପହଞ୍ଚି ଚିକିତ୍ସିତ ହେଉଥିବା ସମସ୍ତ ରୋଗୀମାନଙ୍କ ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ଶିଘ୍ର ଆରୋଗ୍ୟ କାମନା କରିଥିଲେ।ସମସ୍ତ ରୋଗୀଙ୍କୁ ଫଳମୂଳ,ବିସ୍କୁଟ,ପାଉଁରୁଟି ଆଦି ବଣ୍ଟନ କରିବା ପରେ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ସହ ଆଲୋଚନା କରିଥିଲେ। […]

ଜି. ଉଦୟ ଗିରି ରେ ବିଜେପି ର ଯୋରଦାର ପ୍ରଚାର

ଫୁଲବାଣୀ -12/3(ସୁନୀଲ ପଟନାୟକ )ପୌର ନିର୍ବାଚନ ପାଇଁ ଜମିଲାଣି ପ୍ରଚାର, ପ୍ରଚାର ରେ କମ୍ପୁଛି ବଜାର ଘାଟ l ଜି. ଉଦୟଗିରି ପୌରଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ଏବେ ତିନ ପ୍ରମୁଖ ଦଳ ସମେତ ସ୍ବା ଧୀନ ପାର୍ଥୀ ଙ୍କୁ ମିଶାଇ ୮ ଜଣ ପୌର ଅଧ୍ୟକ୍ଷ ମୈଦାନରେ ଅଛନ୍ତି l ୨ 0୧ ୩ ରେ ବିଜେଡି ପୌର ପରିଷଅ ଧ୍ୟ କ୍ଷ ଓ ଉପାଧ୍ୟକ୍ଷ ପଦବୀ ବିଜେଡ଼ି ହାତରେ ଥିଲା lତେଵେ ଏଥର କିଏ […]

ନିର୍ଦ୍ବନ୍ଦରେ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ପଦ ହାସଲ କଲା ବିଜେଡି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚାୟତ ସମିତି ଅଧ୍ୟକ୍ଷା ମତଦାନ ସମାପନ ହୋଇଯାଇଛି l ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଅଧ୍ୟକ୍ଷା ପଦ ହାତେଇଥିବା ଜଣାପଡିଛି l ବାଲିଗୁଡା ବ୍ଲକ ବାରଖମା ଗ୍ରାମପଞ୍ଚାୟତ ସମିତି ସଭ୍ୟା ମିଶାବତୀ ମଲିକ ବିଜେଡି ପକ୍ଷରୁ ନିର୍ବାଚିତ ହୋଇଥିଲେ l ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷା ମିଶାବତୀ ମଳିକ ବିଜୟୀ ହେବାପରେ ବାଲିଗୁଡ଼ା ବିଜେଡ଼ି […]

କଙ୍କଡ଼ାହାଡ଼ ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ବିଜେପି ସମର୍ଥିତ ପ୍ରାର୍ଥୀନୀ ଶ୍ରୀମତି ଚାରୁଲତା ମିଶ୍ର ନିର୍ବାଚିତ ହୋଇଛନ୍ତି

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ ଭାବରେ ଶ୍ରୀମତୀ ଚାରୁଲତା ମିଶ୍ର 12ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି!ବିଜୁ ଜନତା ଦଳର ଦୀପା ସାହୁ 8ଖଣ୍ଡ ଭୋଟରେ ପରାଜୟ ହୋଇଛନ୍ତି!ଏବଂ ଝିଲ୍ଲୀ ପଂଚାୟତ ସମିତି ସଭ୍ୟା ସସ୍ମିତା ବେହେରାଭୋଟ ଦେଇନଥିବାରୁ ସର୍ବ ମୋଟ 20ଜଣ ସମିତି ସଭ୍ୟ ଓ ସଭ୍ୟା ଭୋଟ ଦେଇଥିଲେ!ବିଜୁ ଜନତା ଦଳର ସଂଖ୍ୟା ଗରିଷ୍ଠ ଥାଇ ମଧ୍ୟ ବ୍ଲକ ଅଧ୍ୟକ୍ଷ ପରାଜୟ ହୋଇଛନ୍ତି!ବିଜୁ ଜନତା ଦଳର କର୍ମୀ ଅସନ୍ତୋଷ ପ୍ରକାଶ ଦେଖା ଦେଇଛି!

ବରଗଡ଼ ଜିଲ୍ଲାର ୧୨ ଟି ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ସମର୍ଥକ ଜିତିଲେ

ବରଗଡ:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲାର ୧୨ ଟି ବ୍ଲକ ଅଧ୍ୟକ୍ଷ ପଦବୀକୁ ଶାସକ ବିଜୁ ଜନତା ଦଳ ର ସମର୍ଥକ ମାନେ ହାତେଇ ନେଇଛନ୍ତି। ବରଗଡ଼ ସଦର ବ୍ଲକ ରେ କୁରୁଆ ର ସମିତି ସଭ୍ୟା ଶ୍ରୀମତୀ ନଳିନୀ ପାଣ୍ଡେ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ। ସେହିପରି ଜିଲ୍ଲା ର ୧୦ଟି ବ୍ଲକ ରେ ମଧ୍ୟ ବିଜେଡି ସମର୍ଥିତ ଅଧ୍ୟକ୍ଷ ମାନେ ନିଦ୍ବନ୍ଦ ନିର୍ବାଚିତ ହୋଇଥିଲେ। ସେଥି ମଧ୍ୟରେ ଅମ୍ବାଭୋନା ରେ କିର୍ତ୍ତି ଚନ୍ଦ୍ର ଦୁଆନ, ଭେଡେନ ବ୍ଳକ […]

ସାଂସଦ ଙ୍କ ମାରାଥନ ପ୍ରଚାର, କର୍ମୀ ଉତ୍ସାହିତ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ସାଂସଦ ଡା. ଅଚ୍ୟୁତ ସାମନ୍ତ ପୌରନିର୍ବାଚନ ପାଇଁ କନ୍ଧମାଳ ଗସ୍ତ ରେ ଆସି ଶନିବାର ଫୁଲବାଣୀ ପୌର ପରିଷଦ ର ବିଜେଡି ଅଧ୍ୟକ୍ଷl ପାର୍ଥୀ ପୁନମ କହଁର ଓ ଚାରି ନମ୍ବର କାଉନସିଲର ପାର୍ଥୀତ୍ରିଲୋଚନ କହଁର ଙ୍କ ପାଇଁ ପ୍ରଚାର କରିଥିଲେ lସାଂସଦ ଡା. ସାମନ୍ତଙ୍କ ନିର୍ବାଚନ ପ୍ରଚାର ରେ କର୍ମୀ ଓ ନେତାଙ୍କ ପ୍ରବଳ ଗହଳି ହୋଇଥିଲା ଆଉ କର୍ମୀ ମାନେ ମଧ୍ୟ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା l […]

ଶାନ୍ତିଶୃଙ୍ଖଳାର ସହ ଅଧ୍ଯକ୍ଷ ନିର୍ବାଚନ ସରିଲା,କନ୍ଧମାଳ ଜିଲ୍ଲାର ୧୨ବ୍ଲକ ଅଧ୍ଯକ୍ଷ ନିର୍ବାଚିତ

ଫୁଲ ବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ଶନିବାର ଶାନ୍ତିଶୃଙ୍ଖଳାର ସହିତ ପଞ୍ଚାୟତ ସମିତିଅଧ୍ଯକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି Iପ୍ରାୟ ସମସ୍ତ ବ୍ଳକରେ ଶାସକ ବିଜୁ ଜନତା ଦଳ ଅଧ୍ୟକ୍ଷ ପଦବୀ ହା6ତଇଛି ।ଫିରିଙ୍ଗିଆ ବ୍ଳକ ଅଧ୍ୟକ୍ଷା ଭାବେ ଗୋଛାପଡ଼ା ସମିତି ସଭ୍ୟା ନମିତା କହଁର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାବେଳେ ସସ୍ମିତା କହଁର ଫୁଲ ବାଣୀବ୍କକ, ପିଙ୍କି କହଁର କୋଟଗଡ଼ ବ୍ଳକ, ବାସନ୍ତୀ ମାଝି ତୁମୁଡିବନ୍ଧ ବ୍ଲକ , ମିଷବତୀ ମଲିକ ବାଲିଗୁଡା ବ୍ଲକ, ବୈନେତ୍ରୀ କହଁର ଚକାପାଦ […]

ଫୁଲବାଣୀ ରେ ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଫୁଲବାଣୀ(ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ପୌର ନିର୍ବାଚନ 4 ନମ୍ବର ୱାର୍ଡ ଫୁଲବାଣୀ ସାହି ବରାଳଦେବୀ ମନ୍ଦିର ଠାରେ ବିଜୁ ଜନତା ଦଳ ତରଫରୁ ପୂଜା ପାର୍ଥନା କରି ଫୁଲବାଣୀ ନଗର ଚେରମେନ ପ୍ରାର୍ଥୀନୀ ଶ୍ରୀମତୀ.ପୁନମ କହଁର ଏବଂ 4 ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥୀ ଶ୍ରୀ.ତ୍ରିଲୋଚନ କହଁର ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି l ଉକ୍ତ ନିର୍ବାଚନ ପ୍ରଚାରରେ ସଂଖ୍ୟାଲଘୁ ସେଲର ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ, ନଗର ସଭାପତି […]

ଚିକିତ୍ସା ଅବହେଳା ରୁ ଶିଶୁ ମୃତ୍ଯୁ ଅଭିଯୋଗ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅବହେଳାରୁ ଦୁଇ ମାସର ଶିଶୁ ର ମୃତ୍ଯୁ ଅଭିଯୋଗ ହୋଇଛି l ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପିତା ଶିବୁ ଦିଗାଲ ଓ ମା ସୋନାଲି ବେହେରା । କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଞ୍ଚାୟତ ବୈଇକୁମ୍ପା ରୁ ଶିଶୁକୁ ନେଇ ଚିକିତ୍ସା ପାଇଁ ଫୁଲବାଣୀସଦର ମହକୁମା ଚିକିତ୍ସାଳୟ କୁ ଆଣିଥିଲେ। ପରିବାରଙ୍କ ଅଭିଯୋଗ ଅନୁସାରେ ଶିଶୁ ର ପରିଶ୍ରା ହଉ ନ ଥିବାରୁ ତିନିଦିନ ହେବ ଫୁଲବାଣୀ […]