ନୂଆ ଚଳଚ୍ଚିତ୍ର ‘କିସ୍ମିସ୍’
ଭୁବନେଶ୍ବର:(ଉଲାପ୍ର) ନାୟକ ସ୍ଵରାଜ-ନାୟିକା ଶିବାନୀଙ୍କୁ ଝିଲିକ୍ ମୋସନ ପିକ୍ଚର୍ସର ନୂଆ ଚିତ୍ର ‘କିସ୍ମିସ୍’ରେ ଏକ ଭିନ୍ନ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ସୁଶାନ୍ତ ମଣିଙ୍କ ନିର୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଚିତ୍ରର ସଂଳାପ ରଚନାରେ ସଞ୍ଜୀବ ରଥ ଓ ସ୍ୱର ସଂଯୋଜନାରେ ଅଛନ୍ତି ଅଭିଜିତ ମଜୁମଦାର। ନାୟିକାରୁ ପ୍ରଯୋଜିକା ସାଜିଥିବା ଝିଲିକ୍ଙ୍କ ଏହା ଦ୍ଵିତୀୟ ଚିତ୍ର । ଏହା ପୂର୍ବରୁ ‘ରୁଦ୍ରାଣୀ’ ଶୀର୍ଷକରେ ସେ ଏକ ଚିତ୍ର ପ୍ରଯୋଜନା ସହ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି […]