ଦେବଦୂତ ସାଜିଲେ କର୍କଟ ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ
ଭୁବନେଶ୍ୱର(ଉଲାପ୍ର) କ୍ୟାନସର ଆଉ ଦୁଃସାଧ୍ୟ ରୋଗ ହୋଇ ନାହିଁ । ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଦ୍ବାରା ଏହାର ନିରାକରଣ ସମ୍ଭବ । ଠିକ୍ ଯେମିତି ବୁଲନ୍ଦଶାହର ଏକ ଝିଅ ସାଇମାଙ୍କ କ୍ଷେତ୍ରରେ ହେଲା । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନିରେ ସାଇମାଙ୍କ ଚିକିତ୍ସାକୁ ନେଇ ଖୁସି ପ୍ରକଟ କରିଛନ୍ତି ବିଶ୍ୱ ପ୍ରସିଦ୍ଧ କ୍ୟାନସର ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ । ସେ କହିଛନ୍ତି ଯେ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଖୁସି ଯେ […]