ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ; ସୋହେଲା ବ୍ଲକ ରେ ୮୪.୭୮ ପ୍ରତିଶତ ଭୋଟଦାନ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଜିଲ୍ଲା ର ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ଭୋଟ ଗ୍ରହଣ ରେ ୮୪.୭୮ ଶତକଡା ମତଦାନହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୪ର୍ଥ ପର୍ଯ୍ୟାୟ ନିର୍ବାଚନ ରେ ଜିଲ୍ଲାର କେବଳ ସୋହେଲା ବ୍ଲକ ପାଇଁ ଭୋଟ ଗ୍ରହଣ ହୋଇଥିଲା। ୨୭ ପଞ୍ଚାୟତ ପାଇଁ ୩୮୬ ଟି ଭୋଟ ଗ୍ରହଣ କେନ୍ଦ୍ରରେ ଅନୁଷ୍ଠିତ ମତଦାନ ସକାଶେ ୧୦୫୭୨୮ ଭୋଟରଙ୍କ ମଧ୍ୟରୁ ୮୯୬୩୩ ଜଣ ଭୋଟର ମତଦାନ କରିଥିଲେ। ସେଥିମଧ୍ୟରେ ୪୭୨୮୯ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































