ପ୍ରଥମ ପର୍ଯ୍ୟାୟ ନିର୍ବାଚନ,ଭୋଟ ଗ୍ରହଣ କେନ୍ଦ୍ରର ପ୍ରସ୍ତୁତି ଶେଷ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଆସନ୍ତା କାଲି ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ଜିଲ୍ଲା ର ୪ଟି ବ୍ଲକର ୬୭ ପଞ୍ଚାୟତ ର ୮୬୯ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ। ଏଥିରେ ୨୭୨୧୩୨ ଜଣ ଭୋଟର ତାଙ୍କ ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନ ମଇଦାନରେ ଏଥର ବିଭିନ୍ନ ପଦ ପାଇଁ ୧୫୯୯ ପ୍ରାର୍ଥୀ ରହିଛନ୍ତି। ଚଳିତ ଥର ପ୍ରତି ବ୍ଲକରେ ଦୁଇଟି ପିଙ୍କ୍ ବୁଥ ଏବଂ ଗୋଟିଏ ମୋଡେଲ ବୁଥ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































