ରାତି ପାହିଲେ ପ୍ରଥମ ପର୍ଯ୍ୟlୟ ଭୋଟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ(ସୁନୀଲପଟନାୟକ)ରାତି ପାହିଲେ ପ୍ରଥମ ପର୍ଯାୟ ଭୋଟ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତ । କାଲି କନ୍ଧମାଳ ଜିଲ୍ଲାରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟ ହେବ । ବାଲିଗୁଡ଼ା ଓ କ.ନୂଆଗାଁ ବ୍ଳକର ୩ଟି ଜିଲା ପରିଷଦ ଜୋନ ଓ ୨୮ଟି ସରପଞ୍ଚ ଓ ୨୮ ଟି ସମିତି ସଭ୍ୟ ପଦବୀ ପାଇଁ ଭୋଟ ହେବ ।ଏଥିପାଇଁ ସମସ୍ତ ପୁଲିଙ୍ଗ ପାର୍ଟି ଗୋଟିଏ ଦିନ ପୂର୍ବରୁ ବୁଥରେ ସୁରକ୍ଷିତ ଭାବେ ପହଞ୍ଚିଗଲେଣି ।ଏଥିପାଇଁ କଡ଼ା […]

ମାଓ ହମଲାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ଓ କୋଟଗଡର ୯ ବୁଥ ବଦଳିଲା

ଫୁଲବାଣୀ-(ସୁନୀଲପଟନାୟକ)ଆଜି ମଙ୍ଗଳବାର ମାଓ ହମଲାକୁ ଦୃଷ୍ଟିରେ ରଖି ଆଗକୁ କାଳେ ରକ୍ତମୁଖା ମାଓବାଦୀମାନେ ଆଉ କିଛି ଅଘଟଣ ଘଟାଇ ପାରନ୍ତି ତାକୁ ଆଶଙ୍କ । କରି ଜିଲ୍ଲା ପ୍ରଶାସନ ମାଓ ଅଧ୍ୟୁଷିତ ତୁମୁଡିବନ୍ଧ ଓ କୋଟଗଡ଼ ବ୍ଳକର ୯ ଗୋଟି ହାଇପର ସେନ଼ସିଟିଭ ଚିହ୍ନଟବୁଥ ଗୁଡିକ ପୁଣି ବଦଳାଈ ବାକୁ ଯାଉ ଥିବା ଜଣାପଡିଛି ।କନ୍ଧମାଳ ଏସପିଙ୍କ ପରାମର୍ଶକ୍ରମେ ଏ ସବୁ ବୁଥ ବଦଳାଯାଉଥିବା ଜଣାପଡିଛି ।କନ୍ଧମାଳ ଏସପି ଏନେଇ ଜିଲ୍ଲାପାଳଙ୍କୁ ପତ୍ର ଲେଖିବା ପରେ ଜିଲା […]

କଟକରେ ଭୋଟର ଲିଷ୍ଟ ସଂଶୋଧନ ପାଇଁ ଦାବିକଲା ବିଜେପି

କଟକ(ଉଲାପ୍ର)କଟକନଗର ଭାଜପା ତରଫରୁ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସିଏମସି କମିଶନର ମହୋଦୟା ସମୟ ଦେଇଥିବାରୁ ତାଙ୍କୁ ଭୋଟର ଲିଷ୍ଟ ତ୍ରୁଟି ଵିଷୟ ନେଇ ତୀବ୍ର ପ୍ରତିବାଦ ଜଣାଇଥିଲେ।।ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଶୁଣିବା ପରେ ସେ ପ୍ରତିନିଧି ଙ୍କ ସହିତ ଏକମତ ହୋଇ ସମ୍ପୂର୍ଣ୍ଣ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଲେ। ଆସନ୍ତାକାଲି ଏହି ବିଷୟ ନେଇ ଅଭିଯୋଗର ଶେଷ ଦିବସ ଥିବାରୁ ସମସ୍ତ ନାମ ଗୁଡିକୁ ପୁନଃ ସ୍ଥାନିତ କରିବା […]

ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା

ଢେଙ୍କାନାଳ: ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜୋରନ୍ଦା ମେଳା। ତିନି ଦିନ ଧରି କୋଭିଡ କଟକଣା ଭିତରେ ଚାଲିବ ମେଳା। ଆଜି ପ୍ରାତଃ ୩ ଘଟିକା ଠାରୁ ମନ୍ଦିର ଚତ୍ରୁପାର୍ଶ୍ଵରେ ଚନ୍ଦନ ଅଗୁରୁ ପାଣି ଛିଞ୍ଚନ କରାଯାଇଥିଲା ଓ ପରେ ଖଡ଼ିକା ଦ୍ୱାରା ଚାରି ପଟ ଓଳା ଯାଇଥିଲା। ସକାଳ, ମଧ୍ୟାନ୍ନ ଓ ସନ୍ଧ୍ୟାରେ ମନ୍ଦିର ଚତ୍ରୁପାର୍ଶ୍ଵରେ ଚାମର ସେବା କରାଯାଇଥିଲା। ସନ୍ଧ୍ୟାରେ ଘୃତ ଆହୁତି ସହ ଅଖଣ୍ଡଦୀପ ଜଳା ଯାଇଥିଲା। ଅଲେଖ ମହିମା […]

ସରପଞ୍ଚ ପ୍ରାର୍ଥୀଙ୍କ ଆକସ୍ମିକ ବିୟୋଗ,ସରପଞ୍ଚ ନିର୍ବାଚନ ସ୍ଥଗିତ

ବରଗଡ଼(ଉଲାପ୍ର)ବରଗଡ଼ରେ ଜନୈକ ସରପଞ୍ଚ ପ୍ରାର୍ଥୀଙ୍କ ଆକସ୍ମିକ ବିୟୋଗ ଯୋଗୁଁ ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡାପିଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ନିର୍ବାଚନ କୁ ଦାୟିତ୍ଵ ରେ ଥିବା ନିର୍ବାଚନ ଅଧିକାରୀ ସ୍ଥଗିତ ରଖିଛନ୍ତି। ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରେ ମତଦାନ ହେବାକୁ ଥିବା ବେଳେ ମତଦାନକୁ ସ୍ଥଗିତ ରଖିବା ପାଇଁ ଭଟଲି ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଧିରେନ୍ଦ୍ର କୁମାର ସେଠୀ ବିଜ୍ଞପ୍ତି ଜାରି କରିଛନ୍ତି। । ଭଟଲି ବ୍ଲକ କେଲେଣ୍ଡାପାଲି ସରପଂଚ ପ୍ରାର୍ଥୀ […]

ଦୋରଡ଼ ରେ ମହିମାସ୍ୱାମୀ ଙ୍କ ମନ୍ଦିରରେ ଜଳିଲା ଝାଡ଼

ଆଠଗଡ(ଉଲାପ୍ର)ଆଠଗଡ ଦୋରଡ଼ ଗ୍ରାମରେ ଥିବା ମହିମାସ୍ୱାମୀ ଙ୍କ ମନ୍ଦିରରେ ମାଘମାସ ତ୍ରୟୋଦଶୀ ତିଥିରେ ଜଳିଲା ଝାଡ଼, ଏହି ମନ୍ଦିରର ବିଶେଷତ୍ୟ ହେଲା ମହିମାସ୍ୱାମୀ ଆଠଗଡ ନିକଟରେ ଥିବା ମାଳବିହାରପୁର ଗ୍ରାମର ଆଦ୍ୟଧାମ ରେ ଧୁନି ଜାଳିବା ପରେ ମହିମାସ୍ୱାମୀ ଚାଲିଚାଲି ଆଠଗଡ ଦେଇ ଗାଦି ଜୋରନ୍ଦା ଯାଉଥିବା ସମୟରେ ଦୋରଡ଼ ଗ୍ରାମରେ ଏହି ଠାରେ ରାତ୍ରିଯାପନ କରିଥିଲେ, ସକାଳ ହୋଇଯିବାରୁ ମହିମାସ୍ୱାମୀ ମନ୍ଦିରରେ ବାଡ଼ି ଛାଡି ଦେଇ ଜୋରନ୍ଦା ଅଭିମୁଖେ ଚାଲି ଯାଇଥିଲେ,ସେବେଠାରୁ ଏହି ମହିମାସ୍ୱାମୀ ମନ୍ଦିରରେ […]

କନ୍ଧମାଳରେ ପୂଣି ଲାଲ ତାଣ୍ଡବ ଦୁଇ ଜଣଙ୍କୁ ଗଳା କାଟି ହତ୍ୟା, ଭୟରେ ଗ୍ରାମବାସୀ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳରେ ପୂଣି ମାଓ ହିଂସା, ମାଓ ବାଦୀ ମାନେ ପୂଣିଦୁଇ ଜଣକୁ ଗଳା କାଟି ନିର୍ମମ ଭାବେ ହତ୍ୟା କରି ଥିବା ସୂଚନା ମିଳିଛି l କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀପଂଚାୟତ ଅଂଚଳରେମାଓବାଦୀ ମାନେ ଏଭଳି ହିଂସାକାଣ୍ଡ ଭିଆଇ ଥିବା ସୂଚନାlଫଳରେ ଅଂଚଳ ବାସି ଭୟ ଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି lଗତ କିଛି ଦିନ ହେଲା ଏହି ପଂଚାୟତ ଭୋଟ ବର୍ଜନ ପାଇଁ ପୋଷ୍ଟର ଓ ବେନର ମାରିଥିଲେ […]

ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହେଲା କାର ଜଣେ ମୃତ, ଅନ୍ୟ ଦୁଇ ଗୁରତର

ଫୁଲବାଣୀ(ସ୍ଥନୀଲପଟନାୟକ)ମଙ୍ଗଳବାର ସକାଳୁ ଏକ ସୁଇଫଟଡିଜାୟର କାର ଭାରସାମ୍ୟ ହରାଇ ଜିଉଦୟଗିରି କୁର୍ମୁଙ୍ଗିଆ ଠାରେ ରାସ୍ତାକଡ଼ ଗଛରେ ପିଟି ହୋଇଯିବା ଫଳରେ ସାମନାରେ ବସିଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।ଖବର ପାଇଁ,ପୋଲିସ ଓ ଅଗ୍ନିଶମ ବିଭାଗ ଟିମ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେଜି.ଉଦୟଗିରି ଡାକ୍ତରଖାନା କୁ ପଠାଇଥିଲେ । ତେବେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଫୁଲ ବାଣୀସଦରମହକୁମା […]

ଇଚ୍ଛାପୁର ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ,ପ୍ରାର୍ଥୀ ବାଣ୍ଟିଲେ ଛବିଳ ମଧୁ ବର୍ଣ୍ଣବୋଧ ବହି

ଆଠଗଡ(ଉଲାପ୍ର)ଆଠଗଡ ବ୍ଲକ ଇଚ୍ଛାପୁର ପଞ୍ଚାୟତ ରେ ବିଜେଡି ସମର୍ଥିତ ପ୍ରାର୍ଥୀ କବିରାଜ ସାହୁ ଘରକୁଘର ବୁଲି ଜୋରଦାର ପ୍ରଚାର କରିଛନ୍ତି।ପ୍ରଥମେ ସେ ଇଚ୍ଛାପୁର ପଞ୍ଚାୟତ ର ଗୁଡୁ ପଡା ଗ୍ରାମରେ ଥିବା ମା ରାମଚଣ୍ଡୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଗାଁ ଭିତରକୁ ଯାଇ ଘରଘର ବୁଲି ପ୍ରଚାର କରିଥିଲେ,ଗୁଡୁ ପଡା ଗ୍ରାମର ଶବର ସାହିରେ ପ୍ରାର୍ଥୀ କବିରାଜ ସାହୁ ପହଁଚିବା ପରେ ପ୍ରାର୍ଥୀଙ୍କୁ ମହିଳା ମାନେ ବନ୍ଦାପନା କରି ଫୁଲ ପକାଇବା ଘଟଣା ଥିଲା ନିଆରା।ସେହିପରି […]