ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଜାତୀୟସ୍ତରୀୟ ୱେବିନାର
ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ “ୟୁନିଅନ ବଜେଟ-୨୦୨୨: ମେଜର ଆଲୋକେସନସ ଆଣ୍ଡ ଇଟସ ଇମ୍ପାକ୍ଟ ଅନ ଡିଫରେଣ୍ଟ ସେକ୍ଟରସ ” ଶୀର୍ଷକ ଏକ ଜାତୀୟ ସ୍ତରୀୟ ୱେବିନାର ଅନୁଷ୍ଠିତ ହୋଇ ଯାଇଛି | ଏହି ସଭାରେ କଲେଜର ଅଧକ୍ଷ ରଂଜିତ କୁମାର ପ୍ରଧାନ ସଭାପତିତ୍ୱ କରି ଦେଶ ବିଦେଶରୁ ସଂଲଗ୍ନ ହୋଇଥିବା ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇ ୱେବିନାରକୁ ଉଦଘାଟନ କରିଥିଲେ |ଆମନ୍ତ୍ରିତ ବକ୍ତାଭାବେ ପ୍ରଫେସର ମଳୟ କୁମାର ମହାନ୍ତି , […]