ବାଲିଗୁଡା,୧୨/୦୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ବାଲିଗୁଡା ପଞ୍ଚାୟତ ସମିତିରେ ଆଗାମୀ ପଞ୍ଚାୟତ ନିର୍ବାଚନ ଚଳିତ ମାସ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ l ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀକକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼.ଜଗଦିଶ ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁଲିଙ୍ଗ୍ ପର୍ସନାଲିଟି […]
ଆଠଗଡ଼(ଉଲାପ୍ର)ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଉ ଦିନ କେଇଟା ଥିବା ବେଳେ ଏବେ କଂଗ୍ରେସ ଦଳର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଘରକୁ ଘର ବୁଲି ମତଦାତା ମାନଙ୍କୁ ନିର୍ବାଚନ ସମ୍ପର୍କରେ ସଚେତନ କରିବା ସହ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୦୧ ନମ୍ବର ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମନମୋହିନୀ ଧଳ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଜେନାପଦା ପଞ୍ଚାୟତରେ ପହଞ୍ଚି ନିଜ […]
ଭୁବନେଶ୍ୱର,(ଉଲାପ୍ର) କୋରୋନା ଛାଟ ଭିତରେ ମୁନ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ । ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି ଭଲ ଖବର । ଭୁବନେଶ୍ଵର ଠାରେ ଏକ ଫିଲ୍ମ ର ସୁଟିଂ ଶେଷ ଘୋଷଣା ସହ, ଲଭ ଫିବରର ପୋଷ୍ଟର ରିଲିଜ୍, ଲଭ ଇମ୍ପସିବୁଲର ଅଡିଓ ରିଲିଜ଼, ଲଭ 420 ଓ ତୁ ସେଇ ନୀଳ ନୟାନର ଫାଷ୍ଟ […]
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲାର ଅତାବିରା ଜିଲ୍ଲା ପରିଷଦ ଯୋନ ୧ ଓ୨ ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଜି ଭାଜପା ପ୍ରାର୍ଥୀ ସପକ୍ଷରେ ଭୋଟ ପ୍ରଚାର କରିଥିଲେ। ବିଧାୟକ ଶ୍ରୀ ମିଶ୍ର ଙ୍କ ଭୋଟ ପ୍ରଚାର ରେ ଭୋଟର ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ପୂର୍ବରୁ ଅତାବିରା ଅଞ୍ଚଳ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରହିଥିଲା। ସେ ସମୟରୁ ଏହି ଅଞ୍ଚଳରେ […]
ଫୁଲ ବାଣୀ(ସୁନୀଲ ପଟନାୟକ)ରାଜ୍ୟ ପୋଲିସ ଡି ଜି ସୁନୀଲ ବଂଶଲ ଆଜି ହେଲିକପ୍ଟର ଯୋଗେ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀରିଜର୍ଭପଡ଼ିଆଠାରେଓହ୍ଲାଇଥିଲେ ।ଡିଜି ଭାବେ ଦାୟିତ୍ଵ ଗ୍ରହଣ ପରେ ଏହା ଥିଲା ପ୍ରଥମକନ୍ଧମାଳ ଗସ୍ତ ।କନ୍ଧମାଳ ଏକମାଓପ୍ରବଣ ଜିଲା ହୋଇଥିବା ଓ ନିର୍ବାଚନ କୁ ଦୃଷ୍ଟିରେ ରଖି ମାଓବାଦୀମା 6ନହିଁସାକାଣ୍ଡ ଘଟାଇ ଚାଲିଥିବାରୁ ଜିଲାରେ ଯେପରି ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ହେବ ଆଉ ଭୋଟରମାନେ ଯେପରି ନିର୍ଭୟରେ ଭୋଟଦାନ କରିପାରିବେ ସେ ନେଇ ପୋଲିସ ପକ୍ଷରୁ କଣ ପଦକ୍ଷେପ […]
ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ଆଡିନିଗଡ ବନା ମ ଲାଇନପଡା ମଧ୍ୟରେ ଫାଇନାଲ କ୍ରିକେଟ ମ୍ୟାଚ ବୁରୁପଡା ପଡିଆରେ ଅନୁଷ୍ଠିତ ହେଇଥିଲା lଆଡ଼ନୀଗଡ ଅଧି ନାୟକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ, କିନ୍ତୁ ପ୍ରଥମ ଓଭର ରେ ଉଇକେଟ ହରାଇ ବିପଦର ସମୁଖୀନ ହେଇଥିଲେ, ଲଗାତାର ଉଇକେଟ ପଡିଯିବା ପରେ ଦଳ 20 ଓଭର ମ୍ୟାଚ ରେ 14 ଓଭର ରେ ସମସ୍ତ ଉଇକେଟ ହରାଇ 54 ରନ କରିପାରିଥିଲେ lଲାଇନପଡା ଟିମ […]
ଫୁଲ ବାଣୀ(ସୁନୀଲପଟନାୟକ)ଆୟ ବହିର୍ଭୁତ ସଂପତ୍ତି ଠୁଳମାମଲାରେ ଗୁରୁବାରକନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ କ.ନୂଆଗାଁ ଜଙ୍ଗଲ ବିଭାଗ6ରଂଜ ଅଫିସର ବୈରାଗୀ ଚରଣ ବେହେରାଙ୍କ କାର୍ଯ୍ୟାଳୟ ସମେତ କନ୍ଧମାଳ,ବୌଦ୍ଧ, ଭଞନଗର ଆଦି ୭ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ ।ଦିନ ତମାମ ଭିଜିଲାନ୍ସ ଚଢ଼ାଉ ପରେ ଭଞ୍ଜନଗରଲଣ୍ଡେଇ ସାହୀ ରେ ଦୁଇ ମହଲା ଘର, ବୌଦ୍ଧ ଜିଲ୍ଲା ବୁଟୁ ପାଲିରେ ଛାତଘର, ଦଦରା ଲୁଣ୍ଡାରେ ପଲଟ୍ରି ଫାର୍ମ ,ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଦୁଇଟିପ୍ଲ ଟ. […]
ଫୁଲବାଣୀ(ସୁନୀଲ ପଟନାୟକ ) ଶନିବାର କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ରଡିଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଲାଗିଛି ମାଓ ବ୍ୟା ନର lଏଥିରେ ମାଓ ବାଦୀ ମାନେ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି lଫଳରେ ଅଂଚଳବାସୀ ଭୟ ଭୀତ ହୋଇ ପଡିଛନ୍ତିlସୂଚନା ଯୋଗ୍ୟ ଯେ ଗତକାଲି ରାଜ୍ୟ ପୋଲିସ ଡ଼ି ଜି ସୁନୀଲ ବଂଶଲ ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ କନ୍ଧମାଳ ଜ଼ିଲ୍ଲା ଗସ୍ତ ରେ ଆସି କମ୍ବିଙ୍ଗ ଅପେରସନ […]