ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୨0୨୨ ପଂଚାୟତ ନିର୍ବାଚନ ଇସ୍ତାହାର ଉନ୍ମୋଚନ
ଫୁଲବାଣୀ (ସୁନୀଲ ପଟନାୟକ )ଚଳିତ ୨0୨୨ ପଂଚାୟତ ନିର୍ବାଚନ ପାଇଁ ଇସ୍ତାହାର ଊଂନ୍ମୋଚନ କରିଛି କଂଗ୍ରେସlଆଜି ଶନିବାର ପ୍ରେସ କ୍ଲବ ଠାରେ ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜ଼ିଲ୍ଲା ସଭାପତି ଅନାମ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ପି ସି ସି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ଜ଼ିଲ୍ଲା କଂଗ୍ରେସ ଡିଜିଟାଲ ଶାଖା ଅଧକ୍ଷ ନନ୍ଦ କିଶୋର ଦାସ, ପ୍ରମୁଖ ଉପସ୍ଥିତ ଥିଲେ lବିଶେଷ କରି ଏହି ଇସ୍ତାହାର […]