ଫୁଲବାଣୀରେବଡ଼ ଖବର ଦିବସ ପାଳିତ ସତ୍ୟ ଓ ନିରପେକ୍ଷ ଖବର ପ୍ରକାଶ ଉପରେ ସଂପାଦକଙ୍କ ଗୁରୁତ୍ଵ
ଫୁଲ ବାଣୀ-ସୋମବାର ଫୁଲ ବାଣୀରସଭାଗୃହ ଠାରେ ସାଟେଲାଇଟ ଟିଭିନିଉଜ ଚାନେଲ ବଡ଼ ଖବର ପକ୍ଷରୁ ବଡ଼ ଖ ବର ଦିବସ ପାଳିତ ହୋଇଥିଲା ଏହି ଅବସରରେ ବଡ଼ ଖବର ସଂପାଦକ ତଥା ବରୀଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନେ ନିର୍ଭିକ ତାର ସହ ସତ୍ୟ ଓ ନିରପେକ୍ଷ ସମ୍ବାଦ ପ୍ରକାଶ କଲେ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟରେ ଥିବା ଅନେକ ବଡ଼ ଓ […]