ଚଳଚ୍ଚିତ୍ର “ରୁଦ୍ରାଣୀ” ର ସୁଟିଂ ଶେଷ କ୍ୟାମ୍ପ ଫେୟାର ରେ ହେଲା ମସ୍ତି
ଝିଲିକ ମୋସନ୍ ପିକଚର୍ସ ର ପ୍ରଥମ ଅବଦାନ ” ରୁଦ୍ରାଣୀ” ସୁଟିଂ ଶେଷ ପରେ କ୍ୟାମ୍ପ ଫେୟାର ଭୁବନେଶ୍ୱର ପଟିଆସ୍ଥିତ ଲା ଲନ୍ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଅଭିନେତ୍ରୀ ରୁ ପ୍ରଯୋଜିକା ସାଜିଥିବା ଝିଲିକ୍ କ୍ୟାମ୍ପ ଫେୟାର ରେ ଭାବ ବିହ୍ୱଳ ହୋଇ ସ୍ପଷ୍ଟ ବୟରୁ ନିର୍ଦ୍ଦେଶକ ସମସ୍ତଙ୍କ ର ସହଯୋଗ ନିଜ ଘରର ସଦସ୍ୟ ଙ୍କ ସହ କାମ କଲା ଭଳି ଲାଗୁଥିଲା ବୋଲି କହିଥିଲେ।ବହୁଦିନ ପରେ ଓଡ଼ିଆ ଚଳଚ୍ଚିତ୍ର ଇତିହାସ ରେ କ୍ୟାମ୍ପ ଫେୟାର […]