ଆଖି ଆଗରେ ମାଡିଗଲା ବସ, ଅଟୋକୁ ପିଟି ଦୋକାନ ଭିତରେ ପଶିଗଲା ବସ, ଡ୍ରାଇଭର କୁ ବାତ ମାରିବାରୁ ଘଟିଲା ଦୁର୍ଘଟଣା
ଆଠଗଡ ( ଉଲ୍ଲାପ୍ର )ଆମ ଆଖି ଆଗରେ ମାଡି ଆସିଲା ଆରତୀ ଷ୍ଟିଲ ପ୍ଲାଣ୍ଟ ର ବସ, ହେଇ ହେଇ କହିବା ବେଳକୁ ମାଡିଜାଇ ଅଟୋକୁ ପିଟି ଏକ ଦୋକାନ ଭିତରେ ପଶିଗଲା ବସ ଟି, ଏହି ଘଟଣା ଆଜି ଦିନ 11 ଟା 30 ବେଳର, ଆରତୀ ଷ୍ଟିଲ ପ୍ଲାଣ୍ଟ ର ବସ ଟି ଖୁଣ୍ଟୁଣୀ ପଟୁ ଆଠଗଡ କୁ ଆସୁଥାଏ, ଭୋଗରା ରୁ କିଛି ଲୋକ ଉଠିଥିଲେ ଆଉ ଆଠଗଡ ରେ ଓଲ୍ହାଇଥାନ୍ତେ, ଅଚାନକ […]