ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳିତ
ଫୁଲବାଣୀ(ସୁନୀଲ ପଟନାୟକ )ରାମ ମନ୍ଦିର ସଭାଗୃହ ଠାରେ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ମହାତ୍ମାଗାନ୍ଧୀ ଙ୍କ ୭୪ତମ ତିରୋଧାନ ଦିବସ ୩୦ତାରିଖ ସଂନ୍ଧ୍ୟା ରେ ସଭାପତି ରବିନ୍ଦ୍ର ନାଥ ମିଶ୍ରଙ୍କ ପୌରୋହିତ୍ୟରେ ପାଳିତ ହୋଇ ଯାଇଛି। କମିଟିର ସଦସ୍ୟମାନେ ଗାନ୍ଧିଜୀଙ୍କ ଫଟାଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣଥିଲେ।ଆବାହକ ଅଶୋକ ପରାଡା ଗାନ୍ଧିଜୀଙ୍କ ଜୀବନୀ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ।ଗାନ୍ଧିଜୀଙ୍କ ସତ୍ୟ ଅହିଂସା ସମେତ ,ସାତଟି ନିଷେଧାଦେଶ, ଗାନ୍ଧୀ ଦର୍ଶନ, ଗାନ୍ଧୀ ବିଚାର ଧାରା,ଗାନ୍ଧୀ ବାଣୀ ଉପରେ […]