କଟକ ନଗର ବିଜେପି ପକ୍ଷରୁ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ସମ୍ବର୍ଦ୍ଧନା
କଟକ(ଉଲାପ୍ର) କଟକନଗର ଭାଜପା ତରଫରୁ ସଦ୍ୟ ପଦ୍ମଶ୍ରୀ ସମ୍ମାନ ପାଇଥିବା ଓଡ଼ିଶାର ସୁର ସାମ୍ରାଜ୍ଞି ଶ୍ୟାମାମଣି ଦେବୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ପ୍ରମୁଖ କାର୍ଯ୍ୟକର୍ତା ମାନେ ତାଙ୍କ ମେରିଆ ବଜ଼ାର ବାସଭବନକୁ ଯାଇଥିଲେ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସରକାରଙ୍କ ଏହି ସମ୍ମାନ କଟକନଗର ବାସୀ ଙ୍କ ପାଇଁ ଅଭୂତପୂର୍ବ ତଥା ଅତ୍ୟନ୍ତ ଯୋଗ୍ୟଚିତ ଭାବେ ସଙ୍ଗୀତ ଗୁରୁମା ଶ୍ୟାମାମଣି ଦେବୀଙ୍କୁ ଏହି ସମ୍ମାନ ମିଳିଥିବାରୁ ଆମ୍ଭେମାନେ ବହୁତ […]