କଟକରେ ଲେଖାଶ୍ରୀ
କଟକ(ଉଲାପ୍ର)ପୁରୀର ପାଞ୍ଚ ବର୍ଷର ଦୁଷ୍କର୍ମ ପିଡିତା ବାଳିକାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଚିକିତ୍ସାଧିନ ଖବର ପାଇ ଭାଜପା ଓଡ଼ିଶାର ଏକ ପ୍ରତିନିଧି ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଭେଟିବାକୁ ଯାଇଥିଲେ।ମାତ୍ର ପିଡିତାକୁ ପ୍ରତିନିଧି ଦଳ ପହଞ୍ଚିବା ପୂର୍ବରୁ ସନ୍ଦେହଜନକ ଭାବେ ଡିସଚାର୍ଜ କରିଥିବା ଖବର ଶୁଣି ସୁପରିଣ୍ଟେଣ୍ଡ ଙ୍କୁ ଭେଟି ପିଡିତାର ସ୍ୱାସ୍ଥ୍ୟ ବସ୍ଥା ଜାଣିବାକୁ ଚାହିଁ ଥିଲେ,ମାତ୍ର ତାଙ୍କଠାରୁ ଗୋଳମାଳିଆ ଉତ୍ତର ଶୁଣି ଶ୍ରୀମତୀ ସିଂହାର ବିଷୋଦଗାର […]