ଜିଲ୍ଲାପ୍ରେସକ୍ଲବ ପକ୍ଷରୁ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ
ଫୁଲବାଣୀ-(ସୁନୀଲପଟନାୟକ) ଜିଲ୍ଲା ପ୍ରେସକ୍କବ ପକ୍ଷରୁ ରବିବାର ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲାଏହି ଅବସରରେ ଫୁଲବାଣୀ ପ୍ରେସକ୍ଲବ ଠାରେ ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରେସ କ୍ଳବ୍ର ପ୍ରାକ୍ତନ ସଭାପତି ଓ ସଂପାଦକ ମାନଙ୍କୁ ସମର୍ଦ୍ଧନା ଦିଆଯାଇଥିଲା ବରୀଷ୍ଠ ସାମ୍ବାଦିକ ତଥା ପୂର୍ବତନ ସଭାପତି ଡ଼.ଅରୁପ ଜେନା, ଗୋପାଳକୃଷ୍ଣ ପଟ୍ଟନାୟକ, ସୁବାସ ଚନ୍ଦ୍ର ପ୍ରଧାନ, ନାରାୟଣ ସାହୁ ଓ ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖଙ୍କୁ ବର୍ତ୍ତମାନର ପ୍ରେସ କ୍ଳବ […]