କେନ୍ଦ୍ର ମନ୍ତ୍ରୀ ଙ୍କଦ୍ଵାରା ଏକଲବ୍ୟ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର
ଫୁଲବାଣୀ( ଉଲ୍ଲାପ୍ର )ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲାମି ପଞ୍ଚାୟତ ର ମାର୍ଦେଜୁ ଗ୍ରାମ ଠାରେ ଏକ ନୂତନ ଏକଲବ୍ୟ ଆବାସିକ ବିଦ୍ୟାଳୟ ନିମନ୍ତେ ରବିବାର କେନ୍ଦ୍ର ଆଦିବାସି କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡୁ ମୂଖ୍ୟ ଅତିଥି ଭା ବେ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତୀ lବିଶେଷ କରି ଆଦିବାସୀ ଛାତ୍ର ଛାତ୍ରୀ ଏଠାରେ ମାଗଣା ରେ ରହିବା ଖାଇବା, ସହ ପାଠ ପଢି ବାର ସୁବିଧା ରହିଥିବା କେନ୍ଦ୍ର ମନ୍ତ୍ରୀ ଟୁଡୁ କହିଚନ୍ତିlସେହିପରି ସି […]