ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ :ତିନି ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ନେଇ ଆଲୋଚନା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାଣି। ଏନେଇ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ।ଫଳରେ ଦଳୀୟ ଟିକେଟ ପାଇଁ ନିଜ ନିଜର ନେତାମାନଙ୍କ ପାଖରେ ଲବି ମଧ୍ୟ ଜୋରସୋରରେ ଆରମ୍ଭ ହୋଇଗଲାଣି। ତେବେ ବିଜୟ ସମ୍ଭାବନା ଥିବା ଶିକ୍ଷିତ ନିଷ୍କଳଙ୍କ ଯୁବକଙ୍କୁ ଦଳ ପ୍ରାର୍ଥୀ ଦେବା ନେଇ ଚିନ୍ତା କରିଛି। ଏନେଇ ବାଲିଗୁଡ଼ା ଠାରେ ବିଧାୟକ ଚକ୍ରମଣି କହଁରଙ୍କ ନେତୃତ୍ଵରେ ବିଜେଡିର ଏକଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ […]