୫୬ କିଲୋ ଗଞ୍ଜେଇ ସହ କାର ଜବତ, ୩ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ । ବାଲିଗୁଡା ଅଂଚଳରୁ ବାଲୁଗାଁ ଅଂଚଳକୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କିରୀକୁଟି ଗ୍ରାମ ନିକଟରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ କ୍ରମେ ଏସଆଇ ଜିତେନ୍ଦ୍ର ବେହେରା,ଏଏସଆଇ ସୁବାସ ଚନ୍ଦ୍ର ନାଏକ ଙ୍କ ସମେତ ପୋଲିସ ଫୋର୍ସ ଚଢ଼ାଉ […]

ପନସପୁର ପଂଚାୟତ ରେ ଧାନ ମଣ୍ଡି ଶୁଭାରମ୍ଭ

ମାହାଙ୍ଗା( ଉଲାପ୍ର)ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତ ସ୍ଥିତ କୁସୁପୁର ପ୍ରାଥମିକ କୃଷି ସମବାୟ ସମିତି ର ଖରିଫ ଧାନ ସଂଗ୍ରହ ନିମନ୍ତେ ଧାନମଣ୍ଡି ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଣସପୁର ପଞ୍ଚାୟତ ର ସରପଞ୍ଚ ରଶ୍ମିତା ବେହେରା ପୂଜା କାର୍ଯ୍ୟ ସମାପନ ପରେ ନାରିକେଳ ଭାଙ୍ଗି ଏହି ଶୁଭାରମ୍ଭ କରିଥିଲେ। କୁସୁପୁର, ପଣସପୁର, ଓ ଲଳିତଗିରି ୩ ଗୋଟି ପଞ୍ଚାୟତ କୁ ନେଇ ଗଠିତ ଏହି କୁସୁପୁର ପ୍ରାଥମିକ କୃଷି ସମବାୟ ସମିତି […]

ଆରପାରିରେ ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ବାଳ

ସମ୍ବଲପୁର:-ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସକାଳେ ପରଲୋକ ଘଟିଛି । ସମ୍ବଲପୁର ଜିଲା ପରମାଣପୁର ବାର ଡୁଙ୍ଗରିସ୍ଥିତ ତାଙ୍କର ଘରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବୟସରେ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ, କିଛି ଦିନ ତଳେ ଗାଧୁଆ ଘରେ ପଡିଯାଇ ସେ ଗୁରୁତର ହୋଇଥିଲେ । ପରେ ବୁର୍ଲା ଭୀମସାର ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ତେବେ […]

ମାଁ ବରାଳଦେବୀ ମନ୍ଦିର ପରିଚାଳନା କମିଟିର ସାଧାରଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ପୁନ୍ଦାଲି ଗ୍ରାମରେ ଶ୍ରୀ ଶ୍ରୀ ମାଁ ବରାଳ ଦେବୀ ମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପରିଚାଳନା କମିଟିର ସଭାପତି ସପ୍ତେଶ୍ୱର କହଁରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ ପରିଚାଳନା ହୋଇଥିଲା । ଏଠାରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ର ସଭାପତି ଦେବାଶିଷ କହଁର, ଡମସିଂ ଶାଖା କୁଇ ସମାଜର ଉପସଭାପତି ପଞ୍ଚାନନ କହଁର, ଡମସିଂ ଶାଖାର ସମ୍ପାଦକ ତଥା କେନ୍ଦ୍ର […]

ଫୁଲବାଣୀ ଲ୍ୟାମ୍ପସ ପକ୍ଷରୁ ଖରିଫ ଧାନ ସଂଗ୍ରହ ଆରମ୍ଭ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଫୁଲବାଣୀ ଲ୍ୟାମ୍ପସ ପକ୍ଷରୁ କେରେଡି ଗ୍ରାମ ଠାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଏଥିରେ ଡିଆରସିଏସ ପ୍ରଭାତ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ଵାଇଁ, ଲ୍ୟାମ୍ପ ପ୍ରଶାସକ ଜ୍ୟୋତି ପ୍ରଧାନ, ଏସଆରସିଏସ ଗଙ୍ଗାଧର କହଁର, ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଭୀମସେନ ସାହୁ ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ଥିଲେ। […]

ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ କୁ ନେଇ ଚାପା ଉତ୍ତେଜନା : ଚିକିତ୍ସା ଅଭାବରୁ ମୃତ୍ୟୁ, ପରିବାର ଆଣିଲେ ଅଭିଯୋଗ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ୪୫ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ସ୍ୱାମୀ ପୀତବାସ ଉଠାନ ସିଂ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମହିଳା ଜଣକ ହେଲେ ଗ୍ରୀନ୍ ବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରୀନ୍ ବାଡ଼ି ହାଇସ୍କୁଲ ସାହିର ମଞ୍ଜୁଳା ଉଠାନସିଂ(୪୫) […]

କନ୍ଧମାଳରେ ୫ ଲକ୍ଷ ୫୪ହଜାର ୫ ୪୧ ଭୋଟର, ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା୫ ଲକ୍ଷ ୫୪ହଜାର ୫୪୧କୁ ବୃଦ୍ଧି ପାଇଛି । ପୂର୍ବରୁ ଭୋଟରଙ୍କ ସଂଖ୍ୟା ୫ଲକ୍ଷ ୩୮ହଜାର୯୭୧ ଥିଲା ତେବେ ବର୍ତ୍ତମାନ ୧୫ହଜାର ୫୭୦ଭୋଟରବଢିଥିବା ଜଣା ପଡିଛି । ମୋଟଭୋଟର୫ ଲକ୍ଷ ୫୪ ହଜାର ୫୪୧ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ୬୮ହଜାର୪୭୨ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୮୬ହଜାର ୭ ରହିଛି । ପୁରୁଷ ଭୋଗର କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ପାଖାପାଖି ୧୮ ହଜାର ଅଧିକ […]

ଫୁଲବାଣୀ ଲ୍ୟାମ୍ପସ ପକ୍ଷରୁ ଖରୀଫ ସଂଗ୍ରହ ଆରମ୍ଭ

ଫୁଲବାଣୀ-(ସୁନୀଲପଟନାୟକ)ସୋମବାରଠାରୁ ଫୁଲବାଣୀ ଲ୍ୟାମ୍ପସ ପକ୍ଷରୁ କେରେଡି ଗ୍ରାମ ଠାରେ ଖରୀଫ ଧାନ ସଂଗ୍ରହ ଆରମ୍ଭ ହୋଇଛି ।ଏହି ଅବସରରେ ଡି ଆର ସି ଏସ ପ୍ରଭାତ କୁମାର ଜେନାମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କରେ ଜିଲ୍ଲା ଯୋଗାଣ ଅଧିକାରି ଅନାଥ ଚରଣ ସ୍ଵାଇଁ, ଲ୍ୟାମ୍ପ ପ୍ରଶାସକ ଜ୍ୟୋତି ପ୍ରଧାନ, ଏସ ଆରସିଏସ ଗଙ୍ଗାଧର କହଁର, ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକଭୀମସେନ ସାହୁ ଓ କର୍ମଚାରି ମାନେ ଉପସ୍ଥିତ ଥିଲେ ।ପୂର୍ବରୁ ଗଞ୍ଜୁଗୁଡ଼ା ପଞ୍ଚାୟତରେ ଧାନ […]

ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତା। ସମ୍ବଲପୁର ଜେ. ସି.ସି. କୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ।

ବରଗଡ:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ହାଇସ୍କୁଲ ପଡିଆ ରେ ଚାଲିଥିବା ଆନ୍ତଃ ରାଜ୍ୟ ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତା ରେ ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ସମ୍ବଲପୁର ଜେ.ସି.ସି. କୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ ହୋଇଛି।ଆଜି ସମ୍ବଲପୁର ଜେ.ସି.ସି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ହେଲେ ଦଳ ଝାରସୁଗୁଡ଼ା ଦଳ ର ମାପଚୁକ ବୋଲିଂ ଯୋଗୁଁ ଦଳ ୨୩.୪ […]