ସୃଜନ” ସ୍ବେଛାସେବୀ ସଂସ୍ଥା ପକ୍ଷରୁ କମ୍ବଳ ବଣ୍ଟନ
ଫୁଲବାଣୀ -7/1(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଗୁଞ୍ଜିବାଡି ପଞ୍ଚାୟତ ଅଧୀନରେ ଥିବା ବାଲିଗାଡ଼ା ଗ୍ରାମରେ ଶୁକ୍ରବାର ସୃଜନ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ୪୦ ଟି ପରିବାରକୁ କମ୍ବଳ ପ୍ରଦାନ କରାଯାଇଛି ।କନ୍ଧମାଳ ଜ଼ିଲ୍ଲା ଘୁ ଉଦୟଗିରି ସ୍ଥିତ “ସୃଜନ” ସ୍ବେଛାସେବୀ ସଂସ୍ଥା ପକ୍ଷରୁ ପ୍ରତି ବର୍ଷ ଏହି ଶୀତ ସମୟରେ ଗରିବ ପରିବାରମାନଙ୍କୁ କମ୍ବଳ ପ୍ରଦାନ କରାଯାଇଥାଏ l ତେବେ ଏହି ବର୍ଷ ମଧ୍ୟ ଉକ୍ତ ସଂସ୍ଥା ପକ୍ଷରୁ ୨୦୦ଟି ପରିବାରକୁ କମ୍ବଳ […]