ଭୋଜି ହେଲା କାଳ କରଡ଼ା ଘାଟିରେ ଖସିଲା କାର,୩ ମୃତ, ଅନ୍ୟ ୭ ଜଣ ଆହତ
ଫୁଲବାଣୀ( ସୁନୀଲ ପଟନାୟକ)କନ୍ଧମାଳ ଜ଼ିଲ୍ଲା ରାଇକିଆ ଥାନା ଅନ୍ତର୍ଗତକରଡା ଘାଟିରେ ମଙ୍ଗଳବାର ଏକ ଜାଇଲୋ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିବା ଫଳରେ୨ ଜଣଙ୍କମୃତ୍ୟୁ ଘଟିଥିବାବେଳେଅନ୍ୟ ୭ ଜଣ ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓ ଆର୧୯କେ୫୬୫୧. ରାଇକିଆ ଅଂଚଳ ର ୯ ଜଣ ଯୁବକ ପିକ ନିକ ପାଇଁ ସୋରଡ଼ା ଅଂଚଳ କୁ ଯିବା ବେଳେ ଘଟିଲା ଦୁର୍ଘଟଣା । ଖବର ପାଇପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ […]