ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ
ଆଠଗଡ଼(ଉଲାପ୍ର)ଆଠଗଡର ପୂର୍ବ ତନ ବିଧାୟକ ତଥା ଓଡିଶାର ପୂର୍ବ ତନ ମୁଖ୍ଯମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଆଠଗଡ଼ କଂଗ୍ରେସ କାର୍ୟ୍ଯାଳୟ ରେ ପାଳିତ ହେବାସହ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଛି। ପୂର୍ବତନ ବିଧାୟକ ତଥା ଆଠଗଡରେ ବିଶିଷ୍ଟ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି କାର୍ୟ୍ଯ କ୍ରମରେ ଯୋଗ ଦେଇଥିବା କଂଗ୍ରେସ ଦଳର କର୍ମକର୍ତ୍ତା ଓ କର୍ମୀଙ୍କ ସମେତ ଜାନକୀବାବୁ ଙ୍କୁ ଭଲ ପାଉଥିବା ଲୋକ ମାନେ […]