ପ୍ରଶାସନ ଦୃଷ୍ଟି ଦେବ କି ?କାଖରେ ଦିବ୍ୟାଙ୍ଗ ପୁଅ ମୁଣ୍ଡରେ କାଠ ବୋଝ ଧରି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ମହିଳା
ଫୁଲବାଣୀ (ସୁନୀଲ ପଟନାୟକ)କାଖରେ ବିବ୍ୟାଙ୍ଗ ପୁଅ.ମୁଣ୍ଡରେ କାଠବିଡା ଜଣେ ବିଧବା ମହିଳା ବଞ୍ଚିବା ପାଇଁ ସଂଘର୍ଷ ଚଳାଇ ଥିବା ଦେଖିବାକୁ ମିଳିଛି ।ବିଦ୍ୟାଙ୍ଗ ଓ ବିଧବାମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ଥିଲେ ମଧ୍ୟ ଏ ସବୁ ଯୋଜନା ବୀପାଙ୍କ ପାଇଁ ସାତ ସପନ।ସର କାରୀ ସହାୟତା ପାଇଁ ପ୍ରଶାସନ ପାଖରେ ବାରମ୍ଵାର ନେହୁରା ହେଲେବି ସରକାରୀ ବାବୁମାନଙ୍କ ଦୃଷ୍ଟି ପଡ଼ୁନ ଥିବା ଶୁଣିବାକୁ ମିଳୁଛି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ଅଞ୍ଚଳ ରେ ।ବାଲିଗୁଡା […]