ଏକ କୋଟି ଟଙ୍କାରେ ନିର୍ମିତ ସରକାରୀ କୋଠା କାହାର?
ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ କୃଷି ବିଭାଗ ଅନ୍ତର୍ଗତ କୃଷି ଫାର୍ମ ମଧ୍ୟରେ ନିର୍ମାଣ ଧୀନ ଦୁଇ ମ ହଲା କୋଠା କେଉଁ ବିଭାଗର ଏବଂ କିଏ ନିର୍ମାଣ କରୁଛି? ତାହା ସ୍ପଷ୍ଟ ଭାବେ ଜଣା ପଡ଼ୁ ନାହିଁ!ସେଠାରେ କୌଣସି ଫଳକ ବି ଲଗା ଯାଇ ନାହିଁ!ବିଭିନ୍ନ ଉନ୍ନୟନ ଯୋଜନା ରେ କାମ ଆରମ୍ଭ ପୂର୍ବରୁ ଡିସପ୍ଲେ ବୋର୍ଡ଼ ପ୍ରଦର୍ଷିତ କରିବା ଜରୁରୀ!କିନ୍ତୁ ଗତଦୁଇ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିଲେ […]