ନିମ୍ନମାନର କାର୍ଯ୍ୟ
ବୁଡ଼ାଗୁଡା ସରକାରୀ ସ୍ମାର୍ଟ ହାଇସ୍କୁଲ ର ପାଚେରୀ ଭୁଷୁଡିଲା
ଫୁଲବାଣୀ (ସୁନୀଲ ପଟ୍ଟନାୟକ)ଶିକ୍ଷାର କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣିବା ସହିତ ଏହାକୁ ସାର୍ବଜନୀନ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର ।ଆଦିବାସୀ ମାନଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିଭଳି କୌଣସି ଆଦିବାସୀ ଛାତ୍ର,ଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ସେଥି ପାଈଁ ସ୍ମାର୍ଟ ସ୍କୁଲ ମଧ୍ୟ ନିର୍ମାଣ କରାଯାଉଛି, ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ କେଉଁଠି ଛାତରୁ ପାଣି ଗଳୁଛି ତ୍ର ଆଉ କେଉଁଠି […]