ଷଡଙ୍ଗୀ ସ୍କୁଲରେ ସ୍ଵଛତା ପକ୍ଷ ଅନୁଷ୍ଠିତ
ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସ୍ବଚ୍ଛତା ପକ୍ଷ ପାଳନ ଅବସରରେ ଷଷ୍ଠ ଦିବସ ରେ ଇକୋ କ୍ଲବ୍ ତରଫରୁ ଶୋଭାଯାତ୍ରା କୋଭିଡ ପ୍ରୋଟୋକଲ ଅନୁଯାୟୀ ଆଜି ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶୋଭାଯାତ୍ରା ପୂର୍ବରୁ ଜଳ ହିଁ ଜୀବନ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଠର ଜଣ […]