ନରସିଂହପୁରରେ ଗଣମାଧ୍ୟମକୁ ପ୍ରଶାସନର ଅଣଦେଖା ଅଭିଯୋଗ
ନରସିଂହପୁର/ବଡମ୍ବା(ଉଲାପ୍ର) ଗଣତନ୍ତ୍ର ରେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ଭାବରେ ନିଜର କାର୍ଯ୍ୟ ନିର୍ବାହ କରୁଥିବା ସମୟରେ ପ୍ରଶାସନିକ ଅଧିକାରୀମାନେ ଦଳୀୟ ଗତ ଭାବନା ରେ ଅନ୍ଧ ହୋଇ ରାଜ୍ୟର ପ୍ରମୁଖ ଗଣମାଧ୍ୟମ କୁ ବେଖାତିର କରୁଥିବା ଅଭିଯୋଗ ଆସିଛି କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ରୁ। ଆଜି ନରସିଂହପୁର ପର୍ଯ୍ୟଟନ ବାଖ୍ୟାନ କେନ୍ଦ୍ର ଠାରେ ପ୍ରାକୃତିକ ବିପର୍ଯ୍ୟୟ ର ଏକ ଜରୁରୀ କାଳୀନ ବୈଠକରେ ବିଧାୟକ ଓ ନରସିଂହପୁର ତହସିଲଦାର, ଆଲୋକ ଦେହୁରୀ, ବିଡ଼ିଓ […]