କଳା ପ୍ରତିଭା ଅନ୍ବେଷଣ ସହିତ ପଞ୍ଚାୟତ ସ୍ତରରେ କଳାବିକାଶ କମିଟି ଗଠନ ପାଇଁ ପ୍ରୟାସ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କଳାକାରସଂଘ ଓ ଜୀବନଜ୍ୟୋତି କଳା ପରିଷଦ ବାଲିଗୁଡା ବ୍ଲକ କମିଟିର ମିଳିତ ଉଦ୍ୟମରେ ପ୍ରତି ପଞ୍ଚାୟତକୁ ଯାଇ ଗାଁ ମଧ୍ୟରେ ଥିବା କଳା ପ୍ରତିଭା ଅନ୍ବେଷଣ ସହିତ ପଞ୍ଚାୟତ ସ୍ତରରେ କଳାବିକାଶ କମିଟି ଗଠନ କରି କିପରି କଳାକୁ ଜୀବନ୍ତ ଓ ବିକଶିତ, ପ୍ରତିଭା ଚିହ୍ନଟ କରି ଲୋକାଭିମୁଖୀ କରିବା ଏବଂ କଳାକାର ମାନଙ୍କୁ ସମ୍ନାନ ଓ ମୌଳିକ ଅଧିକାର ଯୋଗାଇ ଦିଆଯିବା ନିମନ୍ତେ ଦୃଢ ସଂକଳ୍ପ […]