ବାଲିଗୁଡା ଅଂଚଳରେ ମାଓ ପୋଷ୍ଟର,ସ୍ଥିତି ଜାହିର କଲେ ମାଓବାଦୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କିଛିଦିନ ବ୍ୟବଧାନ ବାଲିଗୁଡା ଥାନା ଅଂଚଳରେ ପୁଣି ଲାଲ ଆତଙ୍କ । ବାଲିଗୁଡା ଥାନାର ବାରଖମା,ରେବିଙ୍ଗିଆ,ବାଟାଗୁଡା ଓ ମିଡିଆପଡାଙ୍ଗା ଅଂଚଳରେ ଲାଗିଲା ମାଓ ପୋଷ୍ଟର । ପୋଷ୍ଟରମାରି ନିଜର ସ୍ଥିତି ଜାହିର କଲେ କେକେବିଏନ ମାଓ ସଂଗଠନ । ପୋଷ୍ଟରରେ ଜନସାଧାରଣଙ୍କୁ ଜଙ୍ଗଲକୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରିଥିବା ସହ ଏହି ସବୁ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ବମ ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ଅଛି । ଗଂଜେଇ କାଟିବାକୁ ଆସୁଥିବା […]