ବାଲିଗୁଡା ରେ ଛତୁ ଖାଇ ୭ ଗୁରୁତର ଅସୁସ୍ଥ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ୭ନଂ.ୱାଡ ନୂଆସାହି ର ହରିଜନ ବସ୍ତିର ମଳିକ ନାୟକ ଙ୍କ ପରିବାର ଜଙ୍ଗଲି ଛତୁ ଖାଇ ୭ ଜଣ ଅସୁସ୍ଥ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତି ଙ୍କ ମଧ୍ୟରେ ମଳିକ ନାୟକ, ପମି ନାୟକ, ଅଜିତ ନାୟକ, ମାନସ ନାୟକ, ମନ ନାୟକ, ଶ୍ରୀୟା ନାୟକ, ଓ ଯାକବ ନାୟକ ପ୍ରଥମେ ଛତୁ ଖାଇବା ପରେ ମୁଣ୍ଡ ଝିମ ଝିମ ହେବା […]