ଶବଦାହ ପାଇଁ କାଠ ନାହିଁ, ମୃତଦେହ ରଖି ଡି.ଏଫ .ଓ ଅଫିସ ସମ୍ମୁଖରେ ଧାରଣା
ବରଗଡ଼(ଉଲାପ୍ର)ଶବଦାହ ପାଇଁ ବରଗଡ଼ ସହରରେ କାଠ ଅଭାବ ଦେଖାଦେଇଛି। ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି। ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଏବଂ ଜିଲ୍ଲା ପ୍ରଶାସନ କୁ ଅବଗତ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଅସନ୍ତୋଷ ବଢ଼ି ଚାଲିଛି। ପ୍ରତିବାଦ ରେ ଆଜି ବରଗଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଜଣେ ଅଜଣା ଲୋକଙ୍କ ମୃତଦେହ ରଖି ଡିଏଫ୍ଓ ଅଫିସ ସମ୍ମୁଖରେ ଧାରଣା ବସିଥିଲେ। ଗତ ତିନିଦିନ […]